ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁରରେ କେଟି ଗ୍ଲୋବାଲ ସ୍କୁଲ ଆନୁକୁଲ୍ଯରେ ଅଲ୍ ଓଡିଶା ଵେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ରେ ମନିଷ ପାଲ ଏବଂ ଡବଲ୍ସରେ ରଥ ସୁନିଆ ଓ ରିତେଶ ଜୟସ୍ବାଲ ଚମ୍ପିୟାନ

ରାଇରଙ୍ଗପୁରରେ କେଟି ଗ୍ଲୋବାଲ ସ୍କୁଲ ଆନୁକୁଲ୍ଯରେ ଅଲ୍ ଓଡିଶା ଵେଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ ରେ ମନିଷ ପାଲ ଏବଂ ଡବଲ୍ସରେ ରଥ ସୁନିଆ ଓ ରିତେଶ ଜୟସ୍ବାଲ ଚମ୍ପିୟାନ

 ମୟୂରଭଂଜ- ୧୮/୦୮ — ରାଇରଙ୍ଗପୁର ଷ୍ଟାଡିୟମ ପରିସରରେ ଇଣ୍ଡୋର ଷ୍ଟାଡିୟମରେ କେଟି ଗ୍ଲୋବାଲ ସ୍କୁଲ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ଅଲ୍ ଓଡିଶା ବେଡ଼ ମିଣ୍ଟନ ଟୁର୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସିଙ୍ଗଲ୍ସ ରେ ମନିଷ ପାଲ ଚମ୍ପିୟାନ ହୋଇଥିବାବେଳେ ରଥ ଗୁନିଆ ଦିତୀୟ ସ୍ଥାନ ଏବଂ ରିତେନ ଜୟସ୍ବାଲ ତୃତୀୟ ସ୍ଥାନ ଦାଖଲ କରିଛନ୍ତି ।

ସେହିଭଳି ଡବଲ୍ସରେ ରଥ ଗୁନିଆଏଵଂ ରିତେନ ଜୟସ୍ବାଲ ଯୋଡ଼ି ଚମ୍ପିୟାନ ହୋଇଥିବାବେଳେ ମାନସ ମହାନ୍ତି ଏବଂ ହେମନ୍ତ ବାରିକ ଯୋଡ଼ି ଦିତୀୟ ସ୍ଥାନ ଏବଂ ମନିଷ ପାଲ ଏବଂ ବଦ୍ରି ପ୍ରସାଦ ଗିରି ତୃତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ଟୁର୍ନାମେଣ୍ଟ କୁ ଆୟୋଜନ କରିଛନ୍ତି ଆଈ ଆଈ ଜି ସ୍ପଟସ ଏକାଡେମୀ ର ଡାଇରେକ୍ଟର ଅଂଶୁମାନ ବଳ. ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଥିଲେ ରାଇରଙ୍ଗପୁର ର ରେଞ୍ଜର ଜ୍ଯୋତି ରଞ୍ଜନ ସେନାପତି ଵିଜେତାମାନଙ୍କୁ ମାନଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ.।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

masiha

କୋଟଗରା ରୟାଲ ବଏଜ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

Sunil Chandra Nayak

Leave a Comment

error: Content is protected !!