ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଆସନ୍ତା ୨୮ ରୁ……

ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଆସନ୍ତା ୨୮ ରୁ……

ରାଉରକେଲା: କଳିଙ୍ଗ ସ୍ପୋର୍ଟସ ଫେଡେରେସନ, ରାଉରକେଲା ଗ୍ରୀଷ୍ମକାଳୀନ ଫୁଟବଲ ଓ କବାଡି ପ୍ରଶିକ୍ଷଣ ଶିବିର ଉଭୟ ପୁଅ ଓ ଝିଅଙ୍କ ପାଇଁ ଆରମ୍ଭ କରିବାକୁ ଯାଉଛି। ଏହି ଶିବିର ଏପ୍ରିଲ ମାସ ୨୮ ତାରିଖ ରେ ଉଦିତ ନଗର ସ୍ଥିତ ମିନି ଷ୍ଟାଡିୟମଠାରେ ଭୋର ୫ଟା ୪୫ ମିନିଟ ରେ ଆରମ୍ଭ ହୋଇ ସକାଳ ୭ ଟା ୪୫ ପର୍ଯ୍ୟନ୍ତ ଚାଲିବ। ଫୁଟବଲ ରେ ଉଭୟ ପୁଅ ଓ ଝିଅ ୮ ବର୍ଷରୁ ୧୬ ବର୍ଷ ଓ କବାଡି ପାଇଁ ୮ ବର୍ଷରୁ ୨୨ବର୍ଷ ପର୍ଯ୍ୟନ୍ତ ବୟସ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଇଛୁକ ଖେଳାଳୀ ମାନେ ଉଦିତ ନଗର ମିନି ଷ୍ଟାଡିୟମ ଠାରେ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଫର୍ମ ପୂରଣ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ଅଧିକ ଜାଣିବା ପାଇଁ ମୋବାଇଲ ନମ୍ବର ୬୩୭୧୩୧୫୫୦୯ କିମ୍ବା ୭୦୦୮୩୫୩୨୮୯ ନମ୍ବରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଵାମନଘାଟୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଏକ ଦିବସୀୟ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଟାଟା- ଟେଲକୋ ଚମ୍ପିୟାନ

masiha

ଦିବାରାତ୍ରୀ ରାଜ୍ୟ ସ୍ତରୀୟ ନକଆଉଟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଲାଙ୍ଗିର ଚାମ୍ପିୟାନ

Sunil Chandra Nayak

ଅମଳାଭଟ୍ଟା କ୍ରିକେଟ ଚାମ୍ପିୟନସିପ ଉଦଯାପିତ ‌

Leave a Comment

error: Content is protected !!