ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁ ରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ/ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିଲ ନଷ୍ଟ! ମାଣିକପୁର ଜଙ୍ଗଲରେ ହାତୀ ଛାଡ଼ିବି ଯାଉ ନାହାନ୍ତି

ନୂଆଗାଁ ରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ/ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିଲ ନଷ୍ଟ! ମାଣିକପୁର ଜଙ୍ଗଲରେ ହାତୀ ଛାଡ଼ିବି ଯାଉ ନାହାନ୍ତି

ମୟୂରଭଂଜ -୨୧/୦୮ —  ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ନୂଆଗାଁ ଗ୍ରାମର ୧୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଧାନବିଲକୁ ବୁଧବାର ରାତିରେ ଦଳି ଚକଟି ନଷ୍ଟ କରିଥିବା ଗ୍ରାମବାସୀ କହୁଛନ୍ତି ।ଚାଷୀମାନେ ହେଲେ କୁନା ମାଟୁରାମ ମୁଣ୍ଡା, କୁନୁ ମୁଣ୍ଡା, ମୁନା ମୁଣ୍ଡା, ରତନ ମୁଣ୍ଡା, ଗର୍ଧନ ମୁଣ୍ଡା, ସୁଶାନ୍ତ କୁମାର ମୁଣ୍ଡା, ଟିକି ମୁଣ୍ଡା, ଚନ୍ଦ୍ର ମୁଣ୍ଡା ସହନ ମୁଣ୍ଡା, ଭାବି ମୁଣ୍ଡା,ରାଘ ମୁଣ୍ଡା, ରଜ ମୁଣ୍ଡା,ସୁକୁରା ମୁଣ୍ଡା ଏବଂ ସନାତନ ମୁଣ୍ଡା ।ଧାନବିଲ ନଷ୍ଟ ଦେଖି ଚାଷୀ ମୁଣ୍ଡରେ ହାତ ହାତ ଦେଇଛନ୍ତି ।ତେଣୁ ପ୍ରଶାସନ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ସହାୟତା ରାଶି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

 ମୟୁରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମିଟି

masiha

ବିଶାଳ ସାମୁହିକ “ବନ୍ଦେ ମାତରମ୍” ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଇସ୍ପାତ ନଗରୀ ରେ ଧୁମଧାମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

Sunil Chandra Nayak

Leave a Comment

error: Content is protected !!