ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

ନବରଙ୍ଗପୁର:(୨୨|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଏକୋରି ଗ୍ରାମ ପଞ୍ଚାୟତ ଏକୋରି- ନୁନପାଣି କୋଡିଙ୍ଗା ଯିବା ରାସ୍ତାରେ ମହାବଳ ବାଘ ଦେଖିବାକୁ ମିଳିଛି l ଏ ଅଞ୍ଚଳରେ ଜନସାଧାରଣରେ ଭୟର ବାତାବରଣ ସ୍ରୁଷ୍ଟି ହୋଇଛି l ବାଘ ରାସ୍ତାରେ ଯାଇ ଜଙ୍ଗଲ ଭିତରକୁ ପଳାଇ ଯାଇ ଥିବାର ଦେଖି ଥିବାରୁ ଉକ୍ତ ରାସ୍ତା ରେ ଯାତାୟତ କରିବାକୁ ଲୋକେ ଦାରୁଛନ୍ତି l ଏଣୁ ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବାଘକୁ ଗହଳି ଜଙ୍ଗଲ ଯାହାକି ଜନସାଧାରଣ ଚଳାଚଳ ସ୍ଥାନରୁ ବହୁ ଦୂରକୁ ଘଉଡାଇ ଦେବାକୁ ଦୃଢ଼ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ଲକ ସ୍ତରୀୟ ବଳରାମ ଯୋଜନାରେ ଚାଷିଙ୍କୁ ଋଣ ଵଣ୍ଟନ ମେଳା

Agriculturist Debi Prasad Pati nominated the member of IMC of ICAR-CIFA

Sunil Chandra Nayak

ଦୁଇ ଦିନ ଧରି ତାଳଗାଁ ରେ ଛଉ ନୃତ୍ୟ… ଛଉ ନୃତ୍ୟକୁ ଜୀବିତ ରଖିବାକୁ ଆହ୍ବାନ ଦେଲେ ବରିଷ୍ଠ ସମାଜସେବୀ ବ୍ୟକ୍ତି

Sunil Chandra Nayak

Leave a Comment

error: Content is protected !!