ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ରେ ରୋଗୀବଲା ଯାତ୍ରା

ତେରେସିଂହା ରେ ରୋଗୀବଲା ଯାତ୍ରା

କର୍ଲାମୁଣ୍ଡା, ୨୬/୦୮ (ସୁଶାନ୍ତ ରଣା): ଆଉ ଗୋଟିଏ ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ I ଇତି ମଧ୍ୟରେ ଗାଁ ଗହଳିରେ ଘରଦ୍ଵାର ଲିପାପୋଛା, ଆସବାପତ୍ର ଧୁଆଧୁଇ, ସଫା କାର୍ଯ୍ୟ ଶେଷ ହୋଇ ଯାଇଛି I ନୂଆଁଖାଇ ର କିଛି ଦିନ ପୂର୍ବରୁ ଗ୍ରାମରୁ ରୋଗ ଦୂରୀକରଣ ପାଇଁ ରୁଗୀ ବଲା ଯାତ୍ରା ଅନୁଷ୍ଠିତ ହୋଇଥାଏ I ସେହିପରି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଏହି ଯାତ୍ରା ହୋଇଥିବା ବେଳେ ତେରେସିଂହା ଗ୍ରାମରେ ମଙ୍ଗଳ ବାର ରୁଗୀ ବଲା ଯାତ୍ରା ସମ୍ପର୍ଣ୍ଣ ହୋଇ ଯାଇଛି I ନୂଆଁଖାଇ ପୂର୍ବରୁ ସମସ୍ତେ ଯେପରି ସୁସ୍ଥ ଓ ଆନନ୍ଦିତ ରହିବେ, ସେ ଉଦ୍ଦେଶ୍ୟରେ ଏହି ରୁଗୀ ବଲା ଯାତ୍ରା କାହିଁ ପୂର୍ବ କାଳରୁ ଚାଲିଆସୁଛି I

Related posts

ଭତ୍ତା ଟଙ୍କା ନପାଇ ଫଚାୟତରେ ତାଲା ପକାଇଲେ ହିତାଧୁକାରୀ

Sunil Chandra Nayak

ଲୁଆକେରା-ସାନଦଲକୀ ବ୍ରିଜର ନିର୍ମାଣ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ

masiha

ପର୍ଯ୍ୟଟନ ଋତୁ ରେ ସରକାରୀ ଉଦାସୀନତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ର ଅବହେଳିତ ପର୍ଯ୍ୟଟନ କେନ୍ଦ୍ର ତଥାପି ତେନ୍ତୁଳିଖୁଣ୍ଟି ଡାକୁଛି ଆ…..

Sunil Chandra Nayak

Leave a Comment

error: Content is protected !!