ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ରେ ରୋଗୀବଲା ଯାତ୍ରା

ତେରେସିଂହା ରେ ରୋଗୀବଲା ଯାତ୍ରା

କର୍ଲାମୁଣ୍ଡା, ୨୬/୦୮ (ସୁଶାନ୍ତ ରଣା): ଆଉ ଗୋଟିଏ ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ I ଇତି ମଧ୍ୟରେ ଗାଁ ଗହଳିରେ ଘରଦ୍ଵାର ଲିପାପୋଛା, ଆସବାପତ୍ର ଧୁଆଧୁଇ, ସଫା କାର୍ଯ୍ୟ ଶେଷ ହୋଇ ଯାଇଛି I ନୂଆଁଖାଇ ର କିଛି ଦିନ ପୂର୍ବରୁ ଗ୍ରାମରୁ ରୋଗ ଦୂରୀକରଣ ପାଇଁ ରୁଗୀ ବଲା ଯାତ୍ରା ଅନୁଷ୍ଠିତ ହୋଇଥାଏ I ସେହିପରି କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଏହି ଯାତ୍ରା ହୋଇଥିବା ବେଳେ ତେରେସିଂହା ଗ୍ରାମରେ ମଙ୍ଗଳ ବାର ରୁଗୀ ବଲା ଯାତ୍ରା ସମ୍ପର୍ଣ୍ଣ ହୋଇ ଯାଇଛି I ନୂଆଁଖାଇ ପୂର୍ବରୁ ସମସ୍ତେ ଯେପରି ସୁସ୍ଥ ଓ ଆନନ୍ଦିତ ରହିବେ, ସେ ଉଦ୍ଦେଶ୍ୟରେ ଏହି ରୁଗୀ ବଲା ଯାତ୍ରା କାହିଁ ପୂର୍ବ କାଳରୁ ଚାଲିଆସୁଛି I

Related posts

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

ଜାତୀୟ ସମ୍ମିଳନୀରେ ସମ୍ବର୍ଦ୍ଧିତ ହେଲେ ୩୦ ପ୍ରତିଭା  ଭାଷା ହେଉଛି ବୈ।ଦ୍ଧିକ ବିଭବ

Sunil Chandra Nayak

ମାନଝେର ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!