ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସିଦ୍ଧି ବିନାୟକ ୟୁଥ୍ କ୍ଲବ୍ ପକ୍ଷରୁ ଶ୍ରୀ ଗଣେଶ ପୂଜା

ସିଦ୍ଧି ବିନାୟକ ୟୁଥ୍ କ୍ଲବ୍ ପକ୍ଷରୁ ଶ୍ରୀ ଗଣେଶ ପୂଜା 

କଟକ: ୪୨ ମୌଜା ଦାଧିବାମନପୁର ସିଦ୍ଧି ବିନାୟକ ୟୁଥ୍ କ୍ଲବ୍ ପକ୍ଷରୁ ଶ୍ରୀ ଗଣେଶ ପୂଜା ପାଳିତ ହୋଇଯାଇଛି । କ୍ଲବ୍ ସଭାପତି ବବୁଲ ସାହୁ, ସମ୍ପାଦକ ସନାତନ ବେହେରା,ସଞ୍ଜୟ ପୃଷ୍ଟି,ରାଜା ମହାପାତ୍ର,ସନକ ସାହୁ,କର୍ତ୍ତା ସିଲୁ,ଲିଟୁ,ବାବୁ,ଅପି,ସୁମୋ, ଆଶ୍ରିବାଦ,ପିଣ୍ଟୁ,ପପୁନା ଆଦି ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ । କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ମହୋଦୟ ଅତିଥି ଭାବେ ଯୋଗଦାନ ପୂର୍ବକ ଭଜନ ସନ୍ଧ୍ୟା ଓ ପ୍ରସାଦ ସେବା ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଧୂମଧାମରେ ସରସ୍ଵତୀ ପୂଜା ପାଳନ କରାଗଲା 

masiha

ଧୋବେନ ପଡା ମା ଘାଟି ମୁଣ୍ଡିଆଣିଙ୍କ ବାର୍ଷିକ ମାଘ ଯାତ୍ରା

Sunil Chandra Nayak

ନର୍ଲା ଶିବ ମନ୍ଦିରର ଶିଳାଲେଖର ପାଠୋଦ୍ଧାର, କଳାହାଣ୍ଡି ଇତିହାସକୁ ନୂତନ ଆଲୋକ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!