ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କଲେ ଜୁନାଗଡ଼ ବିଜେପି କର୍ମୀ 

ରାହୁଲ ଗାନ୍ଧୀ ଙ୍କ କୁଶପୁତ୍ତଳିକା ଦାହ କଲେ ଜୁନାଗଡ଼ ବିଜେପି କର୍ମୀ 

ଜୁନାଗଡ଼,୧/୯(ମନୀସ )କିଛି ଦିନ ତଳେ ବିହାର ରାଜ୍ୟର ଦରଭଙ୍ଗା ଠାରେ ଏକ ଜନସଭାରେ ବିରୋଧୀ ଦଳ ର ନେତା ରାହୁଲ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ମଁl ଙ୍କୁ କରିଥିବା ଅଶାଳୀନ ଅପଶବ୍ଦ ମନ୍ତବ୍ୟ କୁ ନେଇ ଆଜି ଭାରତୀୟ ଜନତା ପାର୍ଟି ଜୁନାଗଡ଼ ତରଫରୁ ଦୃଢ଼ ବିରୋଧ କରିବା ସହ ରାହୁଲ ଗାନ୍ଧୀ ମୁର୍ଦା ବାଦ ଓ ମାଲିକର୍ଜୁନ ଖଡ଼ଗେ ମୁର୍ଦା ବାଦ ନାରା ରେ ରାଜରାସ୍ତା କମ୍ପି ଉଠିଥିଲା l ଏହି ବିରୋଧ ପ୍ରଦର୍ଶନ ଜୁନାଗଡ଼ ନଗର ସଭାପତି ଶ୍ରୀ ବିକ୍ରାନ୍ତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ହେଇଥିଲା l ସେଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ହିମାଂଶୁ ଶେଖର ମେହେର, ବିଧାୟକ ପାର୍ଥି ଶ୍ରୀ ମନୋଜ ମେହେର, ପୂର୍ବତନ ନଗରପାଳ ତଥା ଜିଲ୍ଲା ଉପସଭାପତି ଶ୍ରୀ ମୁକେଶ ଅଗ୍ରୱାଲ, ଆଇନଜୀବୀ ତଥା ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀ ହିମାଂଶୁ ବରାଡ଼, ଶ୍ରୀ ସୁଧଂଶୁ ବରାଡ଼,ରାଜ୍ୟ ପରିଷଦ ସଦସ୍ୟ ଶ୍ରୀ କାଳିନ୍ଦ୍ରୀ ପାଣିଗ୍ରାହୀ, ବରିଷ୍ଠ କାର୍ଯ୍ୟକର୍ତା ଶ୍ରୀ ସତ୍ୟନାରାୟଣ ପଣ୍ଡା, ଶ୍ରୀ ପିତାମ୍ବର ରଣା,ଜିଲ୍ଲା ସମ୍ପାଦିକା ଶ୍ରୀମତୀ କାଞ୍ଚନ ବାଗ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟl ଶ୍ରୀମତୀ ଶର୍ମିଷ୍ଠା ମେହେର, ନଗର ଉପସଭାପତି ଶ୍ରୀମତୀ ରୀନା ଭାଟି,ଜିଲ୍ଲା ମଣ୍ଡଳ ପ୍ରତିନିଧି ଶ୍ରୀ ଶିବରାମ ରାଉତ, ନଗର ଯୁବମୋର୍ଚା ସଭାପତି ଶ୍ରୀ ସୁରେଶ ବାଗ, ନଗର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ ରାଉତ, ଶ୍ରୀ ଗଣେଶ ଗହୀର, ମଣ୍ଡଳ ସଭାପତି ଶ୍ରୀ ଅଂଶୁମାନ ଯୋଶୀ, ଶ୍ରୀ ରୋଶନ ନାୟକ, ଶ୍ରୀ ଚନ୍ଦ୍ରହାସ୍ୟ ବିଶ୍ୱାଳ ଓ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରୁପ୍ରା ରୋଡ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ

Sunil Chandra Nayak

ନର୍ଲା ପୋଲିସ ଜୋନ ଔଷଧ ବ୍ୟବସାୟ ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ 

Sunil Chandra Nayak

ଲଗାଣ ବର୍ଷା ଯୋଗୁଁ କୋଇଡା ବିଦ୍ୟୁତ୍ କାର୍ଯ୍ୟାଳୟରେ ଆଣ୍ଠୁଏ ପାଣି

Sunil Chandra Nayak

Leave a Comment

error: Content is protected !!