ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଇସ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କଲେ ଗୌତମ ତାଣ୍ଡି

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଭାଇସ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କଲେ ଗୌତମ ତାଣ୍ଡି l ଆଜି ସକାଳ ସାତଟା ତିରିଶ ସମୟରେ ବ୍ଲକ ପ୍ରଶାସନଙ୍କ ଉପସ୍ଥିତିରେ ଠାକୁରଙ୍କ ପୂଜାର୍ଚନା କରି ଦାୟିତ୍ୱ ଗ୍ରହଣ କରିଛନ୍ତି l ଏଥିରେ ଚେୟାରମ୍ୟାନ ପୁଷ୍ପାଞ୍ଜଳି ନନ୍ଦ, ସରପଞ୍ଚ ସନ୍ତୋଷ କୁମାର ମିଶ୍ର, ଅକ୍ଷୟ ନନ୍ଦ, ସମିତି ସଭ୍ୟ ଡୋଲମଣୀ ବାରିକ,ସମିତି ସଭ୍ୟ ଚିନ୍ତାମଣି ମାଝୀ , ସମିତି ସଭ୍ୟ ଶିଶୁପାଳ ବାଗ, ଶ୍ରୀବଚ୍ଛ ଶଗରିଆ, ଗଙ୍ଗାଧର ଶବର, କଂଗ୍ରେସ ବ୍ଲକ ସଭାପତି ଶ୍ୟାମ ସୁନ୍ଦର କୁଲଦୀପ, ମିହିର ନାଏକ, ଘାସିରାମ ବର୍ଗେ, ଗିରିଶ ବାରିକ, ପୁରୁଷୋତ୍ତମ ତାଣ୍ଡି, ରତ୍ନମଣି ନେତାମ , ଗରୁଡ଼ ବେହେରା ପ୍ରମୁଖ ସମସ୍ତେ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଇନ୍ଦିରା ଗାନ୍ଧୀଙ୍କ ଭୂମିକା ରେ କଙ୍ଗନା ରାନାତ୍ତ୍ୱତ୍..!!

Sunil Chandra Nayak

ବିଜେଡ଼ି ଦଳ ପକ୍ଷରୁ ଜନସେବାରେ ଥଣ୍ଡା ପାନୀୟ ବଣ୍ଟନ

ଆଇନ ମହାବିଦ୍ୟାଳୟର ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!