ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରକ ସହ ବାଇକ ଧକ୍କା, ୨ ମୃତ ୨ ଗୁରୁତର

ଉତ୍କେଲା/,୦୩/୦୫, କେସିଙ୍ଗା ଆଦର୍ଶ ଥାନା ନିକଟରେ ମଙ୍ଗଳବାର ସକାଳ ସମୟରେ ଏକ ବାଇକ ରେ ଚାରି ଜଣ ଯୁବକ ପିଣ୍ଟୁ ସାହା,(୩୫),କରୁଣା ମାଝି (୨୨),ତୁଷାର ମାଝୀ (୨୪)ସମିର ରଣା (୧୫) କନ୍ତେସିର ରୁ ଟେଣ୍ଟ କାମ ସାରି ଘରକୁ ଫେରୁଥିବା ବେଲେ ୧୬ ଚକିଆ ଟ୍ରକ KA01 AE 0605 ସହ ଯୁବକ ମାନଙ୍କ ବାଇକ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ପିଣ୍ଟୁ ସାହା ଙ୍କ ମୃତ୍ୟୁ ହୋଇଥିବା ବେଲେ ତିନିଜଣ ଯୁବକ ଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ କେସିଙ୍ଗା ପୋଲିସ କେସ୍ ନଂ ୨୮୪/୨୨ ମାମଲା ରୁଜୁ କରି ତଦନ୍ତ କରୁୁଥିବା ଜଣାପଡିଛି।

 ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗର ମିଳିତ ଚଢାଉ , ୬କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ , ଜଣେ ଗିରଫ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

ତୁମୁରା ଧାନମଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 

Sunil Chandra Nayak

Leave a Comment

error: Content is protected !!