ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯାଦବ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯାଦବ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

କଟକ : ୪୨ ମୌଜା ବନ୍ତୁଣିଆ ନିବାସୀ ଆଦର୍ଶ ଶିକ୍ଷକ ସ୍ବର୍ଗତ କୈଳାସ ଚନ୍ଦ୍ର ବେହେରାଙ୍କ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ଅତ୍ୟନ୍ତ ନୀତିନିଷ୍ଟ ଓ ପରୋପକାରୀ ବ୍ୟକ୍ତି ଥିଲେ ଏବଂ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରତିଭା ଥିଲା ବୋଲି ବକ୍ତା ମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା,ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରା, ଉତ୍କଳ ଯାଦବ ମହାସଭାର ସମ୍ପାଦକ ସୁବୋଧ କୁମାର ବେହେରା,କଟକ ଜିଲ୍ଲା ଯାଦବ ମହାସଭା ସଭାପତି ସମର ବେହେରା,ସାଧାରଣ ସମ୍ପାଦକ ତୀର୍ଥବାସୀ ବେହେରା,ଯୁବ ସଭାପତି କର୍ପୋରେଟର ଜନାର୍ଦନ ପରିଡା, ଅଜୟ ମହାପାତ୍ର,ଘନଶ୍ୟାମ ବେହେରା,ତରୁଣ ବେହେରା,ଯୁବ ସମ୍ପାଦକ ପ୍ରୀତିରଞ୍ଜନ କାଠୁଆ, ଚିତ୍ତରଞ୍ଜନ ବେହେରା,ହିମାଂଶୁ ବେହେରା,ପ୍ରେମାନନ୍ଦ ବେହେରା, ପୂର୍ବତନ ଜିଲ୍ଲା ସଭାପତି ପ୍ରଦୀପ ବେହେରା ଓ ବିନୋଦ କୁମାର ବେହେରା,ନିଆଳି ଯାଦବ ମହାସଭା ପକ୍ଷରୁ ସଭାପତି ଗୋପାଳ ଚନ୍ଦ୍ର ଦାସ,କାର୍ଯ୍ୟକାରୀ ସଭାପତି ମନୋରଞ୍ଜନ ବେହେରା,ସମ୍ପାଦକ ରମେଶ ଚନ୍ଦ୍ର ଦାସ,ବୈଷ୍ଠମ୍ବ ଚରଣ ଡ଼ାଳୁଆ,ବେଣୁଧର ବେହେରା, ଜଗବନ୍ଧୁ କାଠୁଆ,୪୨ ମୌଜା ଯାଦବ ମହାସଭା ପକ୍ଷରୁ ସଭାପତି ବରିଷ୍ଠ ସାମ୍ବାଦିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ କୁମାର ବେହେରା,କୋଷାଧକ୍ଷ ମନୋରଞ୍ଜନ ବେହେରା,ପର୍ଶୁରାମ ବେହେରା, ସନ୍ତୋଷ କୁମାର ବେହେରା, ମନୋଜ ବେହେରା,ଆନନ୍ଦ ବେହେରା,ସାଗର ବେହେରା, ହୃଦାନନ୍ଦ ବେହେରା,ନବୀନ ପଲେଇ,କିଶୋର ପଲେଇ, ସ୍ଵପ୍ନେଶ୍ଵର ବେହେରା,କର୍ନେନ୍ଦ୍ର ବେହେରା,ଆଶିଷ ବେହେରା,ଅକ୍ଷୟ ବେହେରା,ଶଙ୍କର ବେହେରା, ମୁକେଶ ବେହେରା,ଲକ୍ଷ୍ମୀଧର ବେହେରା,ଅନାଦି ବେହେରା ଓ ସ୍ବର୍ଗତ କୈଳାସ ଚନ୍ଦ୍ର ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ତଥା କଟକ ସଦର ଯାଦବ ମହାସଭାର ସଭାପତି ବିନୋଦ ବେହେରା ଓ କନିଷ୍ଠ ପୁତ୍ର ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

masiha

ସର୍ପାଘାତରେ ଜଣେ ମୃତ

Sunil Chandra Nayak

ବାଦାମପାହାଡ଼ ଥାନାରେ ଆମ ପୋଲିସ ସମିତି ବୈଠକ

Sunil Chandra Nayak

Leave a Comment

error: Content is protected !!