ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାର୍ଥସାରଥୀଙ୍କୁ ଡିଜିପି କଲେ ସମ୍ମାନିତ

ପାର୍ଥସାରଥୀଙ୍କୁ ଡିଜିପି କଲେ ସମ୍ମାନିତ

ଯାଜପୁର ୯|୯|୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ନୂଆ ଭାରତୀୟ ନ୍ୟାୟ ସଂହିତା (ଵି ଏନ ଏସ) ଆଇନ୍ ପ୍ରଚଳ ହେବା ପରେ, ଯାଜପୁର ଆଡହକ- ଆଡିସନାଲ ଜିଲ୍ଲା ଏବଂ ସେସନସ ପୋକ୍ସୋ କୋର୍ଟର ସ୍ପେସିଆଲ୍ ପବ୍ଲିକ୍ ପ୍ରୋସିକ୍ୟୁଟର ପାର୍ଥସାରଥୀ ରାୟ ୨ଗୋଟି ପୋକ୍ସୋ କେସର ସଫଳ ପରିଚାଳନା କରିଥିଲେ।ତାଙ୍କର ସୂକ୍ଷ୍ମ ପ୍ରସ୍ତୁତି, ପ୍ରମାଣ ସାବ୍ୟସ୍ଥ ଓ ଆଇନଗତ ଯୁକ୍ତିରେ, ଦୁଇଜଣ ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାରେ କୋର୍ଟ ସମର୍ଥ ହୋଇଥିଲେ।ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ, ଆଜି ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବହାଦୁର ଖୁରାନିଆଙ୍କ ହାତରୁ ଶ୍ରୀ ରାୟଙ୍କୁ ସମ୍ମାନିତ କରାଗଲା।ଏହି ସମ୍ମାନ କେବଳ ତାଙ୍କୁ ପ୍ରେରଣା ଦେଇନାହିଁ, ବରଂ ଅନ୍ୟାୟ ବିରୋଧରେ ନ୍ୟାୟର ପଥରେ ତାଙ୍କ ଲଢେଇକୁ ଆହୁରି ଦୃଢ଼ କରିଛି ।

Related posts

Agriculturist Debi Prasad Pati nominated the member of IMC of ICAR-CIFA

Sunil Chandra Nayak

୧- ସାମ୍ବାଦିକ ଗୌରବ ଶାଳବଣ ର କବି ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ରେ ବୃକ୍ଷ ରୋପଣ , ୨- ଭୀମଭୋଇ ସାମର୍ଥ୍ୟ ଶିବିର ରେ ୨୨୬ ଭିନ୍ନକ୍ଷମ ପଞ୍ଜୀକୃତ , ୩- ମାଳମାଳ ସମସ୍ୟା ଭିତରେ ସ୍ମାର୍ଟ ସିଟିର ସ୍ୱପ୍ନ ଦେଖୁଛି ଢେଙ୍କାନାଳ”, ୪-ଢେଙ୍କାନାଳରେ ଖୋଲା କୂଅରୁ ଆହତ ମାଈ ହାତୀ ଛୁଆ ଉଦ୍ଧାର, ୫- ଗୋରୁଙ୍କ କବ୍‌ଜାରେ ରାଜରାସ୍ତା,  ସଂପୃକ୍ତ ଗୋରୁ ମାଲିକଙ୍କୁ ଚି଼ହ୍ନଟ କରି ଜୋରିମାନା ଆଦାୟ କରନ୍ତୁ , ୬- ମା’ବ୍ରାହ୍ମଣୀ ନଦୀରେ ପ୍ରସ୍ତାବିତ ଟନେଲ ପାଇଁ ୧୫୫୦ କୋଟି, ଜିଲ୍ଲାପାଳଙ୍କୁ ଭେଟି ତଥ୍ୟ ମାଗିଲା ଆପ୍ , ୭-ଢେଙ୍କାନାଳ ସହରରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ାଉ , ୮- ବେଢାପାଳ ଗାଁରେ ଉତ୍ତେଜନା, ସୋଲାର ବାଡ଼କୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୯- ଶିଳାନ୍ୟାସର ୫ ବର୍ଷ ପରେ ବି ଅଧାପନ୍ତରିଆ ପଡ଼ିଛି ଶିକ୍ଷକ ଭବନ,  ଶିକ୍ଷକ ମହଲରେ ଅସନ୍ତୋଷ ,୧୦-ମୃତ ସନାତନ ହେଲେ ପୁନଃର୍ଜୀବିତ,ଶବସତ୍କାରର ମାସେପରେ ଘରକୁ ଫେରିଲେ ସନାତନ , ୧୧- ମିଳିତ ଭାବେ ଗଣେଷ ପୂଜା ଭଷାଣି ପାଇଁ ନିଷ୍ପତି , ୧୨- ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ

Sunil Chandra Nayak

ପୁର୍ବତନ ଯୁବ ବିଜେଡି ସଭାପତିଙ୍କ ବିୟୋଗ

masiha

Leave a Comment

error: Content is protected !!