ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

ଆସିକା,୧୫/୯/୨୫ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଅନୁସାରେ ଆରମ୍ଭ ହୋଇଛି ପଞ୍ଚାୟତ ସ୍ତରରେ ଜନଶୁଣାଣୀ କାର୍ଯ୍ୟକ୍ରମ ଆଜି ଧରାକୋଟ ବ୍ଲକର ପଞ୍ଚମ ଜନ ଶୁଣାଣି କାର୍ଯ୍ୟକ୍ରମ ସରଧାପୁର ପଞ୍ଚାୟତରେ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ଭାରପ୍ରାପ୍ତ ବିଡ଼ିଓ ସୁଶୀଲ ପଟ୍ଟନାୟକ, ସରପଞ୍ଚ ଦିଲୀପ ଜେନା , ସମିତି ସଭ୍ୟ ପୁଷ୍ପାଞ୍ଜଳି ପଣ୍ଡା, ନାଏବ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ,ଯୋଗାଣ ଅଧିକାରୀ ସଂଜୟ ମଲ୍ଲିକ,ଆର ଡବ୍ଲୁ ଏସ ଏସ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ,ବି ଏସ ଏସ ଓ ସଚିନ୍ ପାତ୍ର ଏସି ଆର ସି ସି କିରଣବାଳା ନାୟକ, ବିଦ୍ୟୁତ ବିଭାଗ ଯନ୍ତ୍ରୀ ତୁଷାର ପାଢ଼ୀ, ବନପାଳ ରାଜୁ ଶବର, ସୁପରଭାଇଯର ରାଜଲକ୍ଷ୍ମୀ ପ୍ରଧାନ,କଲ୍ୟାଣ ଅଧିକାରୀ ଅନନ୍ୟା ପଣ୍ଡା,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାକେଶ ମାଝୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ ବିରୁପାକ୍ଷ ପଟନାୟକ, ଜି ପି ଇ ଓ ଦେବରାଜ ନାୟକ, ମନରେଗା ବିଭାଗର ଅ ମେସ ବେହେରା,ଦୀପକ ପଟନାୟକ, ରାଜସ୍ବ ନୀରିକ୍ଷକ ରବୀନ୍ଦ୍ର ଗୌଡ଼, ବ୍ଲକ କୃଷୀ ଅଧିକାରୀ ବିଶ୍ଵନାଥ ବେହେରା , ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଛନ୍ଦାଶ୍ରୀ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଶୋବନ୍ତି ମିଶ୍ର ଙ୍କ ସମେତ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ଆଜିର ଜନଶୁଣାଣୀ ରେ ମୋଟ 31 ଜଣ ନିଜର ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଗଣପତି ଶିଶୁ ମନ୍ଦିରର ଏକାଦଶ ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣି ସଭା 

masiha

ଡଃ ନାରାୟଣ ସେନାପତିଙ୍କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ସମ୍ମାନ -୨୦୨୪

masiha

ରାଇରଙ୍ଗପୁର ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିରରେ ୪୮ ଲକ୍ଷ,୯୫ ହଜାର ଟଙ୍କାର ସହାୟତା ପ୍ରଦାନ 

masiha

Leave a Comment

error: Content is protected !!