ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବେଛାସେବୀ ମାନଙ୍କ ଦ୍ୱାରା ମାନବୀୟ କାର୍ଯ୍ୟ : ସବୁଠି ପ୍ରଶଂସା 

ସ୍ବେଛାସେବୀ ମାନଙ୍କ ଦ୍ୱାରା ମାନବୀୟ କାର୍ଯ୍ୟ : ସବୁଠି ପ୍ରଶଂସା 

କଟକ: ୪୨ ମୌଜାର ପ୍ରଥମ ସେତୁ ଉପରୁ ସ୍ଵେଛାସେବୀ ମାନଙ୍କ ଦ୍ୱାରା ବାଲି ସଫେଇ କାର୍ଯ୍ୟ ସମ୍ପନ୍ନ ହୋଇଅଛି । ପ୍ରକାଶ ଥାଉକି ବ୍ରିଜରୁ ବାଲି ସଫେଇ ହେବାର ମାତ୍ର ୭ ଦିନ ମଧ୍ୟରେ ପ୍ରତ୍ୟେହ ବହୁ ସଂଖ୍ୟାରେ ବାଲି ଲୋର୍ଡ଼ ଟ୍ରାକ୍ଟର,ଟ୍ରକ ଓ ହାଇୱା ଇତ୍ୟାଦି ଭାରୀଯାନରେ ବାଲି ଲୋର୍ଡ଼ ହୋଇ ଯିବାଦ୍ବାରା ସପ୍ତାହ ମଧ୍ୟରେ ପୁନର୍ବାର ବ୍ରିଜ ଉପରେ ମାତ୍ରାଧିକ ବାଲି ଜମି ଜନସାଧାରଣଙ୍କ ଯିବା ଆସିବା ପାଇଁ ନାହିଁ ନଥିବା ବିପଦ ସୃଷ୍ଟି ହେଉଛି । ସ୍ବେଛାସେବୀ ମାନଙ୍କ ଦ୍ୱାରା ଏ ସପ୍ତାହର ବାଲିକଢ଼ା ଅଭିଯାନ ୩ ଦିନରେ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମରେ ଅର୍ଜୁନ ଚରଣ ମୁଦୁଲି, ରବୀନ୍ଦ୍ର ଦେବତା, ବରିଷ୍ଠ ସାମ୍ବାଦିକ ବୁଲେଇ ବେହେରା,ଆଲୋକ ରାଉତ,ବିଷ୍ଟୁ ସ୍ୱାଇଁ,ପ୍ରକାଶ ଭୋଳ, ରଶ୍ମୀକାନ୍ତ ଭୋଇ,କ୍ରୀଷ୍ଣା ମୁଦୁଲି, ସୁମିତା ଦେବତା,ରଞ୍ଜିତ ଦାସ, ପ୍ରଭାକର ବେହେରା,କର୍ନେନ୍ଦ୍ର ବେହେରା,ଅଭିରାମ ଦଳାଇ,ବସନ୍ତ କୁମାର ଦେବତା,ସନ୍ତୋଷ ବେହେରା,ବିଶ୍ୱନାଥ ସାହୁ,ପ୍ରଭାତ ଲେଙ୍କା,ମିଟୁ ମିଥୁନ,ଅମନ ନାୟକ, ଅକ୍ଷୟ ବିଷୋୟୀ,ସନାତନ ବେହେରା,ଅଜୟ ବେହେରା, ବିଭୁଦତ୍ତ ସାହୁ,ରିଟନ ବାରିକ, ଅମନ ଦାସ,ଅଶୋକ କୁମାର, ପଦ୍ୟୁମ୍ନ ରାଉତ,ସୁବ୍ରତ ବେଜ୍, ଉପେନ୍ଦ୍ର ତ୍ରିପାଠୀ ଓ ପପୁନା ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଟି – ୧୦ କ୍ରିକେଟ୍ ପ୍ରତିଯୋଗିତା, ବଲାଙ୍ଗୀର ଚାମ୍ପିଅନ୍

masiha

ମୈତ୍ରେୟୀ ଲେଖିକା ସଂଗଠନର ଚତୁର୍ଥ ବାର୍ଷିକ ବନ୍ଧୁମିଳନ ଓ ପତ୍ରିକା ଉନ୍ମୋଚନ 

masiha

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!