ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

ଆସିକା,୧୨/୧୦/୨୫ ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ଶିବାକାସି କହିଲେ ବାଣ ପାଈଁ ନଳବଣ୍ଟାକୁ ବୁଝାଏ । ଚଳିତ ବର୍ଷ ମଧ୍ୟ ବାଣ ତିଆରି ହେଉଥୁବା । ଖବର ପାଇଁ ଆସିକା ପାଲିସ ନଳବଣ୍ଟାରେ ବେଆଇନ ବାଣ କାରଖାନା ଏବଂ ବାଣ ଦେlକନ ଉପରେ ଚଢ଼ାଉ କରି ଲକ୍ଷାଧୁକ ଟଙ୍କା ର ବାଣ ଜବତ କରିଥିଲା । ଏହାପରେ ମଧ୍ୟ ବ୍ୟବସାୟୀ ମାନେ ସହର ମଧ୍ୟରେ ଖୁଲମ ଖୁଲା ବେଆଇନ ବାଣ ରଖୁଥୁବା ଖବର ପାଇଁ ଆସିକା ପାଲିସ ଖମ୍ବେଶ୍ୱରୀ ପାଟଣା ମନ୍ଦିର ନିକଟରେ ରଖୁଥ‌ିବା ଏକ ଘର ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ ହାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଆସିକା ଏନଏସିର ଖମ୍ବେଶ୍ୱରୀ ପାଟଣାର ର ଜଣଙ୍କ ଘରୁ ୦୨ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି । ଆଜି ଆସିକା ପାଲିସ ବିଶେଷ ପାଟଣା ଲିସର ଏକ ଟିମ ସୂତ୍ରରୁ ଖବର ପାଇ ଖମ୍ବେଶ୍ୱରୀ ପାଟଣା ମହାନ୍ତି ଙ୍କ ଘରେ ମଧ୍ଯରେ ଗଛିତ ଥିବା ବିଭିନ୍ନ କିସମର ବାଣକୁ ପାଲିସ ଜବତ କରିଛି । ଜବତ ହାଇଥିବା ବାଣର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବେlଲି ପାଲିସ ପ୍ରକାଶ କରିଛନ୍ତି । ଆସିକା ପାଲିସ ଥାନାରେ ଏକ ମାମଲା ରୁଜୁ କରି ଘରେ ରଖୁଥ‌ିବା ବାଣ ମାଲିକକୁ ଗିରଫ କରାଯାଇଛି ବେlଲି ଥାନା ଅଧିକାରୀ କୂଳମଣି ସେଠୀ ପ୍ରକାଶ କରିଛନ୍ତି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଦୁଇ ଜଣ ସାମାନ୍ୟ କଥାକୁ ନେଇ ଗଣ୍ଡଗୋଳ। ଗୋଇଠା ମାଡ଼ରେ ଜଣେ ମୃତ୍ୟୁ । ଅଭିଯୁକ୍ତ ଗିରଫ 

Sunil Chandra Nayak

ନାବାଳକ ନିଖୋଜ ଥାନା ରେ ଅଭିଯୋଗ କଲେ ବାପା

ତିରିଂ ଥାନା ! କୁଦରସାହୀ ନିକଟରେ ବସ ବାଇକ୍ ଆମନାସାମନା; ଆଦିବାସୀ ଯୁବ କଳାକାରଙ୍କ ମୃତ୍ୟୁ 

Sunil Chandra Nayak

Leave a Comment

error: Content is protected !!