ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ଜୁନାଗଡ଼,୧୭/୧୦(ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଦାସି ଗାଁ ର ନୀରିହ ଆଦିବାସି ପରିବାରର ମଞ୍ଜୁରୀ ମାଝି ର ଗତ ତା ୧,୯,୨୦୨୫ ଦିନ ମୃତ୍ୟୁ ହୋଇଥିଲା ଏବଂ ତାର ଦଶାହ କାର୍ଯ୍ୟ ଦିନ ତାର ସ୍ଵାମୀ ମଙ୍ଗନିଆ ମାଝି ଙ୍କ ଦେହାନ୍ତ ହୋଇଗଲା,,, ତାଙ୍କର ଦୁଇ ଝିଅ ଦୁଇ ପୁଅ ବର୍ତ୍ତମାନ ଚାରିଟି ଛୁଆ ଅନାଥ,, ଜମି ବାଡ଼ି କିଛି ନାହିଁ, ରହିବାକୁ ଭଳ ଘର ଟିଏ ନାହିଁ,ଚାଲ ଘରରେ ଅଛନ୍ତି,,, ଏହି ହୃଦୟବିଦାରକ ଘଟଣା ସୋସିଆଲ ମିଡିଆରେ ଜାଣିବା ପରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ଏକ ଟିମ୍ ଗାଁ ରେ ପହଞ୍ଚିଥିଲାଏବଂ ଚାରିଟି ଅନାଥ ପୁଅ ଝିଅ ର ସମସ୍ତ ପାଠ ପଢା ଖର୍ଚ୍ଚ ସଂଘ ବୁଝିବା ପାଇଁ ନିଷ୍ପତ୍ତି ନେଇଛି ,, ତାସହ ସରକାର ଙ୍କ ଯେତେ ଯୋଜନା ପାଇବା ଅଛି ସଂଘ କଳାହାଣ୍ଡି ପ୍ରଶାସନକୁ ଅନୁରୋଧ କରି ସବୁ ସୁବିଧା ଯୋଗାଇଦେବା ପାଇଁ ସଂଘ ଚିନ୍ତା କରୁଛି । ସଂଗଠନ ର ମହାସଚିବ ଶତ୍ରୁଘ୍ନ ନାଏକ, ବିପରବର ମହାନଦ, ବୃନ୍ଦାବନ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କାରୁଣ୍ଡ କଳା କେନ୍ଦ୍ର ରୌପ୍ୟ ଜୟନ୍ତୀ ଉଦଯାପିତ, ୧୨ ଜଣଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ସହରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା କଡ଼ାକଡ଼ି, ନୂଆପଡ଼ା,ପଦମପୁର ରାସ୍ତାରେ ଶୀଘ୍ର ଲାଗୁ ହେବ ଇଣ୍ଟେଲିଜେଣ୍ଟ ଟ୍ରାଫିକ ଏନଫୋର୍ସମେଣ୍ଟ ସିଷ୍ଟମ

Sunil Chandra Nayak

କଳାହାଣ୍ଡି ଉତ୍ସବ ” ଘୁମୁରା ” ର ରୌପ୍ୟ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ନୌ-ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!