ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ  

ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ  

କନ୍ଧମାଳ, ତା, ୧୮/୧୦:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉତ୍କଳ ସମ୍ମିଳନୀ କନ୍ଧମାଳ ଶାଖାର ସାଧାରଣ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଶାଖାର ସଭାପତି କୌଶିକ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ସଦସ୍ୟ, ସଦସ୍ୟା ଗଣ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା l ଏଥିରେ ସଭାପତି ଭାବେ କୌଶିକ ସାହୁ, ଉପସଭାପତି ଭାବେ ଡ଼.ମଧୁସୂଦନ ମହାପାତ୍ର, ସମ୍ପାଦକ ଭାବେ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା, ସହ ସମ୍ପାଦକ ଭାବେ ରବିନ୍ଦ୍ର କୁମାର ପଣ୍ଡା, କୋଷାଧକ୍ଷ ଭାବେ ଜୟହର ମହାନ୍ତି,ଏବଂ ପାରିଷଦ ସଦସ୍ୟ, ସଦସ୍ୟା ଭାବେ ବିଭୁତି ଭୂଷଣ ଆଚାର୍ଯ୍ୟ, ଶ୍ରୀମତୀ ଦିପ୍ତିମୟୀ ରଥ, ରବୀନ୍ଦ୍ର ନାଥ ରଥ, ରାଜ କିଶୋର ସାହୁ, ମନ୍ମଥ କୁମାର ରାଉଳ, ବିଜୟ କୁମାର ପଟ୍ଟନାୟକ, କାହ୍ନୁ ଚରଣ ଶତପଥି, ଶରତ ଚନ୍ଦ୍ର ମହାନ୍ତି, ସୋମନାଥ ସାହୁ, ରବୀନ୍ଦ୍ର କୁମାର ମିଶ୍ର ଏବଂ ବିଭୁତି ଭୂଷଣ ଆଚାର୍ଯ୍ୟ, କେନ୍ଦ୍ରୀୟ କମିଟିର ସଭ୍ୟ ରହିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର କରାଯାଇଥିଲା l

କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଯୁକ୍ତ ଦୁଇ ବାଳକ କବାଡି ପ୍ରତିଯୋଗିତା

Sunil Chandra Nayak

ଐତିହାସିକ ପୋଡାଗଡ଼ ମଣ୍ଡେଇ ଉଦଯାପିତ   

Sunil Chandra Nayak

ମକର ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ…/’ମକର ସଂକ୍ରାନ୍ତି: ଏକ ସାଂସ୍କୃତିକ ଉତ୍ତରାୟଣ’ ଆଲୋଚନା ଚକ୍ର ଅନୁଷ୍ଠିତ

masiha

Leave a Comment

error: Content is protected !!