ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି ଙ୍କ ସ୍ୱର୍ଗବାସରେ ଗଭୀର ଶ୍ରଦ୍ଧାଞ୍ଜଳୀ 

ଡ଼ାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି ଙ୍କ ସ୍ୱର୍ଗବାସରେ ଗଭୀର ଶ୍ରଦ୍ଧାଞ୍ଜଳୀ 

ଲୋକପ୍ରିୟ ଓଡ଼ିଆ ସମାଜସେବୀ ଡ଼ାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି ଗତକାଲି ଭୂବନେଶ୍ୱର ର ହସପିଟାଲ ରେ ସ୍ୱର୍ଗବାସ କଲେ ।ମାନବ ସେବା କୁ ମାଧବ ସେବା ଭାବେ ନିୟମିତ ଭାବେ କରି ବିଭିନ୍ନ ସ୍ଥାନରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର କରି ବହୁ ରୋଗୀଙ୍କ ଚିକିତ୍ସା କରିଥିଲେ, ବିଚ୍ଛିନ୍ନାଞ୍ଚଳ ରେ ଓଡ଼ିଆ ଭାଷା ଶିକ୍ଷା ପ୍ରସାର ଦିଗରେ ତାଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା।ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଈଶ୍ବର ଙ୍କୁ ପ୍ରାର୍ଥନା କରୁଛି, ॐ ଶାନ୍ତି

 

Related posts

ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

masiha

ଆନ୍ତର୍ଜାତୀୟ ଗ୍ରୀନ ଆର୍ମି କମାଣ୍ଡେଣ୍ଟ ଏଓ୍ବାର୍ଡ ପାଇଲେ ନିଶୀଗନ୍ଧା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ

Sunil Chandra Nayak

କଦଳିମୁଣ୍ଡା ରେ ବିଶାଳ ଆଦିବାସୀ ମେଳି

masiha

Leave a Comment

error: Content is protected !!