ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗମୋହନ ରେ ଅଗ୍ନିକାଣ୍ଡ

ଜଗମୋହନ ରେ ଅଗ୍ନିକାଣ୍ଡ

ଆସିକା,୧୧/୧୧/୨୫ — ଧରାକୋଟ ବ୍ଲକର ଜଗମୋହନ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଏଥିରେ ପିତାମ୍ବର ସାହୁଙ୍କ ପୁଅ ରବିନ୍ଦ୍ର ସାହୁ ଙ୍କ ଘର ସମେତ ଦୋକାନ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ଆଜି ମଧ୍ୟାହ୍ନ ସମୟରେ ଅଚାନକ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ଏହାକୁ ଆୟତ୍ତ କରାଯାଇପାରି ନଥିଲା । ତୁରନ୍ତ ଧରାକୋଟ ଦମକଳ ବାହିନୀ କୁ ଖବର ଦେବାପରେ ସେମାନେ ପହଞ୍ଚି ନିଆଁ ଲିଭେଇଥିଲେ। ଏହି ଅଗ୍ନିକାଣ୍ଡରେ ରବିନ୍ଦ୍ର ସାହୁ ଙ୍କର ଦୋକାନ ଘରେ ଥିବା ସମସ୍ତ କିରାଣୀ ସାମଗ୍ରୀ, ଲୁଗା ପଟା, ଆସବାବ ପତ୍ର ଜଳି ଯାଇଥିବା ଜଣାଯାଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଛତୁଆକୁ ନେଇ ଚାଲିଛି ନାଟକ

Sunil Chandra Nayak

ସିନାପାଲିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ୯୨ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ

Sunil Chandra Nayak

ଚନ୍ଦାହାଣ୍ଡିରେ ଇଦ୍ -ଉଲ-ଫିତର୍ ପାଳିତ

Sunil Chandra Nayak

Leave a Comment

error: Content is protected !!