ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗମୋହନ ରେ ଅଗ୍ନିକାଣ୍ଡ

ଜଗମୋହନ ରେ ଅଗ୍ନିକାଣ୍ଡ

ଆସିକା,୧୧/୧୧/୨୫ — ଧରାକୋଟ ବ୍ଲକର ଜଗମୋହନ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟିବାରୁ ଏଥିରେ ପିତାମ୍ବର ସାହୁଙ୍କ ପୁଅ ରବିନ୍ଦ୍ର ସାହୁ ଙ୍କ ଘର ସମେତ ଦୋକାନ ସମ୍ପୂର୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ଆଜି ମଧ୍ୟାହ୍ନ ସମୟରେ ଅଚାନକ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯିବାରୁ ଏହାକୁ ଆୟତ୍ତ କରାଯାଇପାରି ନଥିଲା । ତୁରନ୍ତ ଧରାକୋଟ ଦମକଳ ବାହିନୀ କୁ ଖବର ଦେବାପରେ ସେମାନେ ପହଞ୍ଚି ନିଆଁ ଲିଭେଇଥିଲେ। ଏହି ଅଗ୍ନିକାଣ୍ଡରେ ରବିନ୍ଦ୍ର ସାହୁ ଙ୍କର ଦୋକାନ ଘରେ ଥିବା ସମସ୍ତ କିରାଣୀ ସାମଗ୍ରୀ, ଲୁଗା ପଟା, ଆସବାବ ପତ୍ର ଜଳି ଯାଇଥିବା ଜଣାଯାଇଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀଜଗନ୍ନାଥ ବାଟିକା ତଥ୍ୟାବଳୀ’ ଉନ୍ମୋଚିତ

Sunil Chandra Nayak

ଆଂବେଦକରବାଦ ଏକ ଉଚ୍ଚତମ ଆଦର୍ଶ: ବିକାଶ ଓ ପୂଜ୍ୟ ପୂଜା ସମିତି ସମ୍ବିଧାନର ସୁରକ୍ଷା ପାଇଁ ଏକ ହେବାକୁ ଆହ୍ଵାନ 

Sunil Chandra Nayak

ବ୍ଲକ ର ବିଭିନ୍ନ ସ୍ଥାନରେ ବଡ଼ଦିନ ପାଳନ ସହ ଉତ୍ସବ ମୁଖର ପୁରପଲ୍ଲୀ 

Sunil Chandra Nayak

Leave a Comment

error: Content is protected !!