ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ଧୁଗାଁ ଓ ନାରାୟଣ ପାଟଣାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ

ବନ୍ଧୁଗାଁ ଓ ନାରାୟଣ ପାଟଣାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ 

ବନ୍ଧୁଗାଁ ତା, ୨୩/୧୧/୨୫, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଆଜି କୋରାପୁଟ ର ଅବକାରୀ ବିଭାଗ ଓ ନାରାୟଣ ପାଟଣା ଥାନା ପଲିସ ଓ ବନ୍ଧୁଗାଁ ଥାନା ଷ୍ଟାଫଙ୍କ ମିଳିତ ରେ ଆଜି ବନ୍ଧୁଗାଁ ବ୍ଲକର କାନାଗାଁ ପଞ୍ଚାୟତ ର ସାନମାଥୁର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ହୋଇଥିଲା I ମିଳିତ ପଲିସ ଓ ଅବକାରୀ ବିଭାଗର ମିଳିତ ଚଡ଼ଉ ବେଳେ ୨ ହଜାର ଲିଟର ରନ୍ଧା ମଦ ନଷ୍ଟ।

ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାନାଗାଁ ପଞ୍ଚାୟତର ସାନମାଥୁର ଗ୍ରାମପାଖ ଅଞ୍ଚଳରେ ଦେସୀ ମଦ ରନ୍ଧା ହେଉଥିବା ଖବର ବିଶେଷ ସୂତ୍ରରୁ ପୋଲିସକୁ ମିଳିଥିଲା। ଏହାପରେ ବନ୍ଧୁଗାଁ ପୋଲିସ ଥାନା ତରଫରୁ ନାରାୟଣପାଟଣା ଏବଂ କୋରାପୁଟ ଅବକାରୀ ବିଭାଗର ଅବକାରୀ ଅଧିକାରୀମାନଙ୍କ ମିଳିତ ଉଦ୍ୟମରେ ସାନମାଥୁର ଅଞ୍ଚଳରେ ଚଢାଉକରି ରନ୍ଧା ମଦ ନଷ୍ଟ କରିଛନ୍ତି। ଏଥିରେ ପୋଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇ ନଥିବା ବେଳେ ୨ହଜାର ଲିଟର ରନ୍ଧା ମଦ ନଷ୍ଟ କରାଯାଇଥିବା କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ତରଫରୁ ଆଜି ସଂଧ୍ଯା ୬ଟା ସମୟ ସୂଚନାରୁ ଜଣାପଡିଛି ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ ଛତିଶଗଡ଼ ଓ ନୂଆପଡ଼ାର ଆନ୍ତଃରାଜ୍ୟ ରାକେଟର ପର୍ଦାଫାସ, କୋର୍ଟ ଚାଲାଣ

Sunil Chandra Nayak

ଭିଜିଲାସନ୍ସ ଜାଲ ରେ ଜଳ ବିଭାଜିକା କର୍ମୀ

masiha

ରାଇରଙ୍ଗପୁର କୋର୍ଟ;ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ଵର୍ଷ କାରାଦଣ୍ଡ 

masiha

Leave a Comment

error: Content is protected !!