ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ରାଜପୁର ଦଳ ବିଜୟୀ

କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ରାଜପୁର ଦଳ ବିଜୟୀ

କର୍ଲାମୁଣ୍ଡା, ୨୪/୦୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ ଅନ୍ତର୍ଗତ ସାନଡୁଙ୍ଗୁରିଗୁଡା ସ୍କୁଲ ପଡ଼ିଆଠାରେ ଚାଲିଥିବା ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶନିବାର ତୃତୀୟ ଦିବସରେ ପହଞ୍ଚିଥିଲା। ଏଥିରେ ରାଜପୁର ଓ କୁଶୁର୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ରାଜପୁର ଦଳ ବିଜୟ ସହ ସେମିଫାଇନାଲ କୁ ପ୍ରବେଶ ହୋଇଥିଲା। ମ୍ୟାଚଟିକୁ ମାନସ ପଧାନ ଓ ଅଭୟ ପଧାନ ପରିଚାଳନା କରିଥିଲେ। ଖେଳାଳୀ ଜିତେନ୍ଦ୍ରିୟ ଭୋଇ, କିଶୋର ପଧାନ, ବିଜେ ରାଜେଶ କୁମାର ଭୋଇ ଓ କୋଷାଧ୍ୟକ୍ଷ ଅନଙ୍ଗ ଭୋଇ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡୋଳାମଣି ଭୋଇ, ସଞ୍ଜୀବ ନାଗ, ପ୍ରଦୀପ ଘିଭେଲା, ସୁଧୀର ନାଗ, ସତ୍ୟବାନ ପଧାନ, ବୁଡୁ ଭୋଇ, ନକୁଳ ଗହୀର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରିକେଟ୍ କ୍ଲବ ର ସଭାପତି ପ୍ରଶାନ୍ତ ଘିଭେଲା ଓ ସମ୍ପାଦକ କିଶୋର ପଧାନଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Related posts

ଓଡିଶା ସାହିତ୍ୟ ଏକାଡେମୀର ସଚିବଙ୍କ ବିୟୋଗରେ ଶୋକ

Sunil Chandra Nayak

ଚାଷୀର ଉନ୍ନତି ପାଇଁ ଚାଷୀମାନଙ୍କୁ ନେଇ ଅନୁଷ୍ଠିତ ହେଲା ଗ୍ରାମସଭା

Sunil Chandra Nayak

ନୂଆ ଓ ପରିଯୋଜନା ଅନ୍ତର୍ଗତ ସାମାଜିକ ପରିଷଦର ଆର୍ଥିକ ସାକ୍ଷରତା ଅଭିଯାନ

masiha

Leave a Comment

error: Content is protected !!