ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସିଶି ବ୍ୟାଙ୍କ୍ ର ନୂତନ ଶାଖା ଭବାନୀପାଟଣା ପରଦେଶୀ ପଡା ଉଦଘାଟିତ

ଏକ୍ସିଶି ବ୍ୟାଙ୍କ୍ ର ନୂତନ ଶାଖା ଭବାନୀପାଟଣା ପରଦେଶୀ ପଡା ଉଦଘାଟିତ

ଜୁନାଗଡ଼ ,୨୯/୧(ମନୀସ)କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ସହର ପରଦେଶୀ ପଡା ଠାରେ ନୂତନ ଏକ୍ସିଶ ବ୍ୟାଙ୍କ୍ ର ନୂତନ ଶାଖା ଉଦଘାଟନ ହେଇଯାଇଛି ଏଥିରେ କଳାହାଣ୍ଡି ର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଓ ବ୍ୟାଙ୍କ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଏହି ଉଦଘାଟନ ଉତ୍ସବ ରେ ବ୍ରାଞ୍ଚ ମ୍ୟାନେଜର ମହିତ୍ ପଣ୍ଡା,ସର୍କକଲ ହେଡ ବିକାଶ ସାହୁ ଓ ଦେବେନ୍ଦ୍ର ସାହୁ ଜଗ ଦେଇ ଉକ୍ତ ଉଦଘାଟନ କୁ ପରିଚାଳନା କରିଥିଲେ !ଏହି ଶାଖା ଦ୍ୱାରା କୃଷକ ଓ ସାଧାରଣ ଲୋକ ବେଶ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଂଚଳର ବୁଦ୍ଧିଜୀବୀ ,ଗ୍ରାହକ ଓ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହି ଥିଲେ। 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

masiha

ରାଇରଙ୍ଗପୁର ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳିତ 

masiha

ମୋହରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରକୃତି ମିତ୍ର ପୁରସ୍କାର

Leave a Comment

error: Content is protected !!