ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ୍ସିଶି ବ୍ୟାଙ୍କ୍ ର ନୂତନ ଶାଖା ଭବାନୀପାଟଣା ପରଦେଶୀ ପଡା ଉଦଘାଟିତ

ଏକ୍ସିଶି ବ୍ୟାଙ୍କ୍ ର ନୂତନ ଶାଖା ଭବାନୀପାଟଣା ପରଦେଶୀ ପଡା ଉଦଘାଟିତ

ଜୁନାଗଡ଼ ,୨୯/୧(ମନୀସ)କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ସହର ପରଦେଶୀ ପଡା ଠାରେ ନୂତନ ଏକ୍ସିଶ ବ୍ୟାଙ୍କ୍ ର ନୂତନ ଶାଖା ଉଦଘାଟନ ହେଇଯାଇଛି ଏଥିରେ କଳାହାଣ୍ଡି ର ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଓ ବ୍ୟାଙ୍କ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଏହି ଉଦଘାଟନ ଉତ୍ସବ ରେ ବ୍ରାଞ୍ଚ ମ୍ୟାନେଜର ମହିତ୍ ପଣ୍ଡା,ସର୍କକଲ ହେଡ ବିକାଶ ସାହୁ ଓ ଦେବେନ୍ଦ୍ର ସାହୁ ଜଗ ଦେଇ ଉକ୍ତ ଉଦଘାଟନ କୁ ପରିଚାଳନା କରିଥିଲେ !ଏହି ଶାଖା ଦ୍ୱାରା କୃଷକ ଓ ସାଧାରଣ ଲୋକ ବେଶ ଉପକୃତ ହୋଇପାରିବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଂଚଳର ବୁଦ୍ଧିଜୀବୀ ,ଗ୍ରାହକ ଓ ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହି ଥିଲେ। 

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଜରା ଗୁଡା କୃଷି ଫାର୍ମ କୁ ଉଛେଦ ନିମନ୍ତେ ବରିଷ୍ଠ ଚାଷୀଙ୍କ ସାମ୍ବାଦିକ ସମ୍ବିଳନୀ

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

Sunil Chandra Nayak

ଭଗଵାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ରେ ବିଜେପିର ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!