ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲ୍ଲୀର ପୁଅ ଦିଲ୍ଲୀରେ ସମ୍ମାନିତ

ପଲ୍ଲୀର ପୁଅ ଦିଲ୍ଲୀରେ ସମ୍ମାନିତ

ସେମିଳିଗୁଡ଼ା ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଅନ୍ତର୍ଗତ ରାଜପୁଟ ପଞ୍ଚାୟତର ସରପଞ୍ଚ ପୀତାମ୍ବର କିର୍ସାନୀ ସମ୍ମାନିତ ହୋଇଛନ୍ତି ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ୩୦  ଜିଲା ସମେତ ଭୁବନେଶ୍ୱରରୁ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥ୍‌ ଭାବେ ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଯୋଗଦେବାକୁ ସରପଞ୍ଚକଙ୍କୁ ଡିଫେନ୍ସ ମନ୍ତ୍ରାଳୟ ପକ୍ଷରୁ ନିମନ୍ତ୍ରଣ ଆସିଥିଲାI ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୦ ରୁ ୧୦ ଜଣ ଯୋଗ ଦେଇଥିଲେ ,ଏଥିରେ ସରପଞ୍ଚ ପିତାମ୍ବର ଯୋଗ ଦେଇଥିଲେ ବନ୍ଦେ ମାତରମ ୧୫୦ ପୂର୍ତ୍ତି ଅବସରରେ ଗଣତନ୍ତ୍ର ସମାରୋହରେ ଫଳକ ଦେଇ ସମ୍ମାନିତ କରାଯାଇଥିଲା। ପଲ୍ଲୀରୁ ଯାଇ ଦିଲ୍ଲୀରେ ସମ୍ମାନିତ ହୋଇଥିବାରୁ କିର୍ସାନୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

କୋରାପୁଟ ଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ୍ 

Related posts

ବିଶ୍ବନାଥପୁର କୁଆଙ୍ଗବସାଠାରେ ଦକ୍ଷିଣ ଓଡ଼ିଶାସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ବନ ସୁରକ୍ଷା କମିଟି ଆତ୍ମନିର୍ଭରଶୀଳ ହେବାକୁ ପାଇଲେ ଟେଣ୍ଟ ହଉସ ସାମଗ୍ରୀ 

masiha

ବସନ୍ତପୁର ର ଢିପାସାହି ରାସ୍ତା ବେହାଲ / ସାହି ରେ ସ୍କୁଲ ଏବଂ ଆଶ୍ରମ ରହି ମଧ୍ୟ ରାସ୍ତା କାଦୁଅ ରେ ପଚ ପଚ

Sunil Chandra Nayak

Leave a Comment

error: Content is protected !!