ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ ର ଯୁକ୍ତ ଦୁଇ ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା ,ଛାତ୍ରୀ ଝରଣା ମେହେର ଟପ୍ପର

ଧର୍ମଗଡ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ ର ଯୁକ୍ତ ଦୁଇ ପରୀକ୍ଷା ରେ ଉଲ୍ଲେଖନୀୟ ସଫଳତା

ଛାତ୍ରୀ ଝରଣା ମେହେର ଟପ୍ପର

ଧର୍ମଗଡ଼ :ଧର୍ମଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ର ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ ସ୍ୱରୂପ ୮୩% ପାଶ ହାର ଅର୍ଜନ କରିଥିବା ବେଳେ ବିଦ୍ୟାଳୟ ର ଛାତ୍ରୀ ଝରଣା ମେହେର ସର୍ବାଧିକ ୭୮% ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି l ଏହି ଉଚ୍ଚ ମହାବିଦ୍ୟାଳୟରେ ଚଳିତ ବର୍ଷ ମୋଟ ୨୩୬ ଜଣ ପରୀକ୍ଷା ଦେଇଥିବା ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୭ ଜଣ,ଦ୍ଵିତୀୟ ଶ୍ରେଣୀରେ ୧୮ ଜଣ ଏବଂ ତୃତୀୟ ଶ୍ରେଣୀ ରେ ୧୬୧ ଜଣ କୃତକାର୍ଯ୍ୟ ହୋଇ ଛନ୍ତି l ସମସ୍ତ କୃତୀ ଛାତ୍ରୀ ତଥା କଲେଜ ଟପ୍ପର ଙ୍କୁ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ତଥା ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା କଟକ ଜିଲ୍ଲାର ବହୁ ପୁରୁଣା ଓ ଆର୍ ଆମ୍ବୁଲାନ୍ସ, ସେବା ଯୋଗାଇବ ନା କିଛି ଦିନ ପରେ ଯନ୍ତ୍ରାଂଶ ଅଚଳ ହୋଇ ରାସ୍ତାରେ ଶୋଇବ, ନିଜ ମୁଣ୍ଡରୁ ଦୋଶ ନିଭାଇବା ପାଇଁ ଜିଲ୍ଲା ପ୍ରଶାସନର ଚାଲ ନାହିଁ ତ?

ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଜଳେଶ୍ୱର ଓ ରୁପ୍ସା ଅଂଚଳରୁ ନିଖୋଜ ୪ଜଣ ନାବାଳିକା କନ୍ୟା ଜଳେଶ୍ୱର ପୋଲିସ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟରୁ ଉଦ୍ଧାର -ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

Leave a Comment

error: Content is protected !!