ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

ଅଙ୍ଗନୱାଡି କେନ୍ଦ୍ରରେ କିଶୋରୀ ମେଳା 

ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଆକାଂକ୍ଷା ଡାବୁଗାଁ ବ୍ଲକ ର ଘୋଡ଼ାଖୁଣ୍ଟା ଗ୍ରାମ ପଞ୍ଚାୟତ ଅଧୀନ ଘୋଡାଖୁଣ୍ଟା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ସେକ୍ଟର ସୁପରଭାଇଜର ସାଇରା ବାନୁଙ୍କ ଉପସ୍ଥିତିରେ କିଶୋରୀ ମେଳା ଶନିବାର ଆୟୋଜିତ ହୋଇଯାଇଛି | ଯାହାର ଉଦ୍ଦେଶ୍ୟ ୧୦–୧୯ ବର୍ଷ ବୟସର କିଶୋରୀମାନଙ୍କୁ ସଶକ୍ତ କରିବା ଥିଲା । ଏହାର ଲକ୍ଷ୍ୟ କିଶୋରୀମାନଙ୍କ ପାଇଁ ଝୁମୁକି ଓ ଅସୁରକ୍ଷା କମାଇବା, ସେମାନଙ୍କୁ ଆତ୍ମନିର୍ଭର, ସଶକ୍ତ ଓ ସ୍ଥାୟୀ କରିବା, ବାଲ୍ୟ ବିବାହ ପ୍ରତିରୋଧ କରିବା, କିଶୋରୀମାନଙ୍କ ବିରୁଦ୍ଧରେ ହିଂସା ଅବସାନ କରିବା ଏବଂ ସେମାନଙ୍କୁ ସରକାରୀ କଲ୍ୟାଣ ଯୋଜନା ସମୂହ ସହିତ କିଶୋରୀ ମାନଙ୍କୁ ସଂଯୋଗ କରିବା | ଆକାଂକ୍ଷା ବ୍ଲକ ସହଭାଗୀ ମୋନାଲ ପରିଡା, ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟା ପାଢୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ର ଅଙ୍ଗନବାଡ଼ି କର୍ମୀ ମାନେ ଓ ୧୦ ରୁ ୧୯ ବର୍ଷର କିଶୋରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ସମନ୍ୱିତ ବିକାଶ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ 

masiha

କିଡନୀ କେୟାର ଅନ ହୁଇଲ କାର୍ଯ୍ୟକ୍ରମ

masiha

ପହିଲି ରଜରେ ଜମୁଛି ଖୁସିର ଆସର, ଦୋଳି ଖେଳ ପୋଡ଼ପିଠାର ମଜା ଆଉ ତା ସାଙ୍ଗକୁ ରଜ ପାନର ମଜା ନେଉଛନ୍ତି ଲୋକ

Sunil Chandra Nayak

Leave a Comment

error: Content is protected !!