ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

ନାରାୟଣ ପାଟଣାରେ ବିଜେପିର ମିଶ୍ରଣ ପର୍ବ 

ବନ୍ଧୁଗାଁ ତା, ୩୧/୧/୨୬,ମଜବୁତ ହେଉଛି ନାରାୟଣ ପାଟଣା ବ୍ଲକ ର ପଦ୍ମ ଚିହ୍ନର ବିଜେପି ଦଳ । ଆଗକୁ ରହିଛି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ନିର୍ବାଚନ ଯେତେ ପାଖେଇ ଆସୁଛି କର୍ମୀମାନେ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରିଥିବା ଦେଖିବାକୁ ମିଳୁଛି I ଏଥି ମତେ ଆଜି କଂଗ୍ରେସ ଓ ବିଜେଡିର କିଛି କର୍ମୀ ବିଜେପିକୁ ଯାଇ ଦଳକୁ ମୋଜଭୁତ କରିବା ପାଇଁ ଆଜି ବିଜେପି ଦଳରେ ନାରାୟଣ ପାଟଣା ବ୍ଲକର କର୍ମୀ ଦଳରେ ମିଶିଥିବା ହେତୁ ମଜବୁତ୍ ହେଉଛି ବିଜେପି । ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ ବିଜେଡି ,କଙ୍ଗ୍ରେସ କର୍ମୀ । ତଳଗୁମାଣ୍ଡି ର ଟାଣୁଆ ବିଜେଡି ନେତା ଇନା ତାଡିଙ୍ଗି ,ପୋଡାପଦର ର ଲାଟି ହିକକ୍କା ,ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପର୍ଶୁରାମ ତାଡିଙ୍ଗି, ଅବସର ପ୍ରାପ୍ତ ଶିକ୍ଷକ ଜଗନ୍ନାଥ ସାହୁ ,ଡାକ୍ତର ପ୍ରଶାନ୍ତ ମହାରଣା ସମେତ ଶତାଧିକ ଅସନ୍ତୁଷ୍ଟ କର୍ମୀ । ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି,ଯୋଦେଇଥିବା ବେଳେ ସନ୍ନମାନୀୟ ଅତିଥି କୋରାପୁଟ ବିଧାୟକ ରଘୁରାମ ମାଛ ଓ ଲଖ୍ମୀପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକା , ସମ୍ପାଦକ ଉଦୟ ହିକକା,ଉପସଭାପତି ନକୁଳ ବିଶୋଇ ସମେତ ବହୁ ଦଳୀୟ ନେତା ଙ୍କ ଉପସ୍ଥିତିରେ ଯୋଗ ଦେଲେ ଶତାଧିକ କର୍ମୀ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ଗାଦି ଛାଡ଼ ଆନ୍ଦୋଳନ

masiha

ଭୀମ ଆର୍ମୀ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର 

masiha

କୋକସରା ବ୍ଲକ କଂଗ୍ରେସର ନୂତନ ସଭାପତି ଭାବେ ମନୋନୀତ ହେଲେ ଲିଙ୍ଗରାଜ ବେହେରା, ବିଭିନ୍ନ ମହଲରୁ ଶୁଭେଚ୍ଛା

masiha

Leave a Comment

error: Content is protected !!