ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନାରେ ଯୋଗଦାନ କଲେ ସମାଜସେବୀ 

ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନାରେ ଯୋଗଦାନ କଲେ ସମାଜସେବୀ 

କଟକ: ସାଲେପୁର ବ୍ଲକ୍ ଲୁଣାହାର ରାଧାକୃଷ୍ଣ ମନ୍ଦିର ଓ ବୋଦାମୁଣ୍ଡାଇ ହନୁମାନଙ୍କ ମନ୍ଦିରରେ ପୂଜାର୍ଚ୍ଚନା,ଯଜ୍ଞ ଆଦି ଧାର୍ମିକ କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ,ଅଂଚଳ ବାସିନ୍ଦାଙ୍କ ସହ ବିଜେପି ସାଧାରଣ ସମ୍ପାଦକ କଟକ ଜିଲ୍ଲା (ଗ୍ରାମୀଣ) ସମାଜସେବୀ ସଂତୋଷ କୁମାର ରାଉତ ମହୋଦୟ ଯୋଗଦାନ କରି ବିଭୂକୃପା ଲାଭ କରିଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବସୁଧା ଯୋଜନା କାହା ସ୍ୱାର୍ଥରେ ? ଜଳକଷ୍ଟ ଭୋଗୁଛନ୍ତି ପାରିଗଡ଼ ପଞ୍ଚାୟତର ପଦାସାହି ବାସିନ୍ଦା 

Sunil Chandra Nayak

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

masiha

ବିଷାକ୍ତ ସାପ କାମୁଡାରେ ମହିଳା ମୃତ 

masiha

Leave a Comment

error: Content is protected !!