ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଶିବରାତ୍ରୀରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

ମହାଶିବରାତ୍ରୀରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

ରାଉରକେଲା: ପବିତ୍ର ଶିବରାତ୍ରି ଉପଲକ୍ଷେ ଏକ କଦମ ଆପ କେ ସାଥ ଅନୁଷ୍ଠାନ ତରଫରୁ ପଣା ବଣ୍ଟନ କାର୍ଯ୍ୟକ୍ରମରେ ସେକ୍ଟର ତିନି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ବଣ୍ଟନ କରାଯାଇଛି l ଅନୁଷ୍ଠାନ ର ପ୍ରତିଷ୍ଠାତା କଲ୍ୟାଣୀ ଦାସ, ସଭାପତି ମୋହନ ପଟ୍ଟନାୟକଙ୍କ ତତ୍ୱାବଧାନ ରେ ଏହି ମହତ କାର୍ଯ୍ୟ ରେ ଅହିରାବନ୍ଧ ମନ୍ଦିରର ଟ୍ରଷ୍ଟି ସୁଧୀର ସୁନ୍ଦର ରାୟ ଙ୍କ କର କମଳ ଶୁଭାରମ୍ଭ ହୋଇଥିଲା। ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ ସାମଲ, ଅଭିରାମ ପ୍ରଧାନ, ସସ୍ମିତା ପ୍ରଧାନ, ଲୀନା ବିଶ୍ୱାଳ, ଅରୁନ୍ଧତୀ ମହାନ୍ତି, ଦୁର୍ଯ୍ୟୋଧନ, ବଳଦେବ, ରାମଚନ୍ଦ୍ର ଜେନା,ଏନ ରଥାଲୁ, ଲକ୍ଷ୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଦିବାକର ଦାସ ସମସ୍ତ କାର୍ଯରେ ପ୍ରତ୍ୟକ୍ଷ ଭାବେ ତଦାରଖ କରିବା ସହ ସମସ୍ତ ଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ବନ ଦିବସ ଓ ବନାଗ୍ନୀ ସଚେତନତା ସଭା ଅନୁଷ୍ଠିତ 

masiha

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ.

Sunil Chandra Nayak

Leave a Comment

error: Content is protected !!