ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷା

ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପରିକ୍ଷା

ବନ୍ଧୁଗାଁ ବ୍ଳକ ତା ୧୯/୨/୨୦୨୬ ବନ୍ଧୁଗାଁ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ବାର୍ଷିକ ପରିକ୍ଷା ଅନୁଷ୍ଠିତ ହୋଇଛି ଏହି ପରିକ୍ଷା ବନ୍ଧୁଗାଁ ବ୍ଲକର ୯ଟି ବିଦ୍ୟାଳୟରୁ ୧୯୧ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ମାତୃଭାଷା (ଓଡ଼ିଆ)ପରିକ୍ଷା ଥିଲା। ବିଦ୍ୟାଳୟ ର ସୁପରୀଟେଣ୍ଟଟ ଭାବେ ଶ୍ରୀ ଦୃର୍ଗା ପ୍ରସାଦ ଚୈଧୁରୀ , ଡେପୁଟି ସୁପରଟେଣ୍ଟଟ ଭାବେ ମଧୁସୂଦନ ବଡନାୟକ।ସେହିପରି ନିଲାବାଡି ସ୍ଥୀତ ଏସ ଏସ ଟି ବାଳିକା ଛାତ୍ରୀ ନିବାସ ରେ ମଧ୍ୟ ଏହି ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବିଦ୍ୟାଳୟରେ୨ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପରିକ୍ଷା ଦେଇଥିଲେ ମୋଟ ପାଲା ୨୭୩ ପିଲାରୁ ୨୭୨ ଛାତ୍ର ଛାତ୍ରୀ ପରିକ୍ଷା ଦେଇଥିଲେ ଉକ୍ତ ବିଦ୍ୟାଳୟରେ ଶ୍ରୀ ଲକ୍ଷ୍ମଣ ପାଟ୍ଟଶାଣୀ ସୁପରିଟେଣ୍ଟଟ ଭାବେ ରହିଥିଲେ। ୨୦୨୬ ର ପ୍ରଥମ ଦଶମ ଶ୍ରେଣୀ ପରୀକ୍ଷାଟି ପିଲା ବଡ ଉତ୍ସାହର ସହ ଲେଖିଥିବା କହିଛନ୍ତି। ଏବଂ ପରିକ୍ଷା ନିରିକ୍ଷକ ଭାବେ ଏ ବିଓ ମଦନ ପାଣି ରହିଥିବା ଦେଖିବାକୁ ମିଳିଚି ଏବ ସିଆରସିସି ପ୍ରତାପ କୁମାର ପଣ୍ଡା ମଧ୍ୟ ରହିଥିଲେ ଏବ ୨ଟି ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଏବ ପରିକ୍ଷା ସୁରୁଖୁରୁରେ ଚାଲିଥିବା ଜଣାପଡିଛି। 

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍  

Related posts

ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରିଲା ଶବ

masiha

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ଆଳି ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!