ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟରେ ଶିକ୍ଷାଦାନ ସେବାକୁ ତ୍ଵରାନିତ୍ଵ କରୁଛି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

ରାଜ୍ୟରେ ଶିକ୍ଷାଦାନ ସେବାକୁ ତ୍ଵରାନିତ୍ଵ କରୁଛି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

କଟକ : ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଲୋକଙ୍କ ସେବା,ସାହିତ୍ୟ ସେବା,ପୂଜ୍ୟପୂଜା ସହ ଭ୍ରାମ୍ୟମାଣ ପ୍ରତିଭା ସମ୍ମାନ,ଶିକ୍ଷାର ବିକାଶ,ଗୋ ସେବା,ଏକତା ଓ ଅଖଣ୍ଡତା ବଜାୟ ରଖିବା,ସମାଜରେ ସକରାତ୍ମକ ଭାବନା,ଶୃଙ୍ଖଳିତ ଭାବନା, ଶୋଭନୀୟତା ଆଦି ମହାଭାରତୀୟ ଚିନ୍ତା ଚେତନାରେ ପ୍ରତିଷ୍ଠିତ । ରକ୍ତଦାନ ଶିବିର,ଗାଁ ସଫା ଅଭିଯାନ,ପାଠାଗାର ଉନ୍ନତି,ମନ୍ଦିର ଓ ମସଜିଦ ସଫେଇରେ ନିମଗ୍ନ । ସ୍ୱଚ୍ଛ,ସବୁଜ,ସଂସ୍କୃତି,ସ୍ୱାଭିମାନ ଓ ସ୍ବାବଲମ୍ବୀ ଉପରେ କାର୍ଯ୍ୟରତ । ଶ୍ରୀ ଦମନ ମହାନ୍ତି,ମୋହିନୀ ମା,ସରୋଜକାନ୍ତ ସାହୁ,ସଂଜୀବ ତରାଇ,ରାଜେଶ ବାରିକ,ପ୍ରମୋଦ ନାୟକ,ନିମାଇଁ ଚରଣ କର,ତପନ ନାଥ,ଦିଲୀପ ନାଥ,କେଦାର ସ୍ୱାଇଁ,ରଶ୍ମି ରଞ୍ଜନ ବାରିକ,ରାକେଶ ପଣ୍ଡା,ବିଭୁ ପ୍ରସାଦ ସାହୁ,ମନୋଜ ରାଉତ,ବିଷ୍ଣୁ ଚରଣ ମହାପାତ୍ର,ଶାନ୍ତନୁ ମଲ୍ଲିକ,ସାଗର ଜେନା,କାଳନ୍ଦୀ ମଲ୍ଲିକ,ସତ୍ୟବ୍ରତ ପ୍ରଧାନ,ସଂଗ୍ରାମ ଦାଶ ପ୍ରମୁଖ ମୂଖ୍ୟ କାର୍ଯ୍ୟକର୍ତ୍ତା ସଦା ଚେଷ୍ଟିତ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍  

 

Related posts

ଗୋଡାଳ ଗ୍ରାମରେ ୧୫ ଦିନ ହେଲା ଜଳ ଯୋଗାଣ ବନ୍ଦ, ଟ୍ୟାଙ୍କ ନିକଟରେ ତାତିଲେ ମହିଳା, ବ୍ଲକ ଘେରାଉ ଚେତାବନୀ

ଧର୍ମଗଡ ର ସାମଗ୍ରିକ ବିକାଶ ପାଇଁ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଙ୍କୁ ଭେଟିଲେ ସାମ୍ବାଦିକ

ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଗାଧୋଉଥିବାବେଳେ ଖସିଗଲା ଗୋଡ

masiha

Leave a Comment

error: Content is protected !!