ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଧରି ଠାରେ ବୁଡି ଥାକୁରାଣୀ ମା ମାଉଲି ଯାତ୍ରା ଆରମ୍ଭ ହୋଇ ଯାଇଛି 

ଦୁଧରି ଠାରେ ବୁଡି ଥାକୁରାଣୀ ମା ମାଉଲି ଯାତ୍ରା ଆରମ୍ଭ ହୋଇ ଯାଇଛି 

ବନ୍ଧୁଗାଁ ତା,୨୪/୧/୨୪, କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ର ଦୁଧାରୀ ଗ୍ରାମ ପଞ୍ଚାୟତ ଦୁଧାରୀ ଠାରେ ଆଖପାଖର ୧୨.୧୩.ଖଣ୍ଡ ଗ୍ରାମକୁ ନେଇ ବୁଢ଼ୀ ଠାକୁରାଣୀ ଯା ତରା ପାଇଁ ଆଜି ମା ମାଉଲି ପୂଜା କମିଟିର ସମସ୍ତ ସଦଶ୍ୟଙ୍କ ଉପସ୍ଥିତରେ ପୂଜା କମିଟିର ସଭାପତି ଉପେନ୍ଦ୍ର କନ୍ଦପାନଙ୍କ ଆୟଜନ ଦ୍ୱାରା ମା ବୁଡି ଠାରାଣୀଙ୍କ ଯାତ୍ରା ଅନୁଷ୍ଠିତ ହେଇଯାଇଛି I ଏହି ଯାତରା ୩ ବର୍ଷକୁ ଥରେ ମାତ୍ର hi ହୋଇଥାଏ I ଏହି ଯାତରା ମାତ୍ରକ ଦୁଇଦିନ ଧରି ଚାଲିଥାଏ ଯାତରା ଦେଖିବା ପାଇଁ କୋରାପୁଟ ଜିଲ୍ଲାର ଆଖ ପାଖ ଅଞ୍ଚଳର ଶ୍ରଦ୍ଧାଳୁ ମାନଙ୍କ ସମାଗୋମ ଅଧିକ ହୋଇଥାଏ I ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏହି ଯାତରା ମଜା ନେଇଥାନ୍ତି I ଯାତରାର ଆରମ୍ଭ ପାଇଁ ଆଜି ବୈଠକ ବସାଯାଇ ଆଲୋଚନା କରିଥିଲେ I କମିଟିଙ୍କ ନିମନ୍ତ୍ରଣ କ୍ରମେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳିର ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀ ସାମ୍ବା ପାଙ୍ଗି ଉପସ୍ଥିତ ରହିଥିବା ବେଳେଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଗଣ ହେଲେ ସ୍ଥାନୀୟ ଯୁବ ଜିଲ୍ଲା ପରିଷଦ ଶ୍ରୀ ମୋହନ ଜାନି , ଯୁବନେତା ଜଗଦୀଶ ବାଘ,ସାଥିରେ ବରିଷ୍ଠ ନେତା ଆନନ୍ଦ କୁଲଦୀପ ,ଦୁଧାରି ପଞ୍ଚାୟତର କଂଗ୍ରେସ ସଭାପତି ଉପେନ୍ଦ୍ର କନ୍ଧପାନ,ଛାତ୍ର କଂଗ୍ରେସ ସାଥି ଡମ୍ବରୁ ଗୁଣ୍ଠା , ସ୍ଥାନୀୟ ସରପଞ୍ଚ ମାଦବ ନନ୍ଦିବାଲି, ପୂର୍ବ ସରପଞ୍ଚ/ସମତିସଭ୍ୟ ସମ୍ମାନୀୟ ତୁଳସୀ ମଣ୍ଡଳ ନାୟକ ଯୁବ ସାଥି ରାଜେଶ କନ୍ଦପାନ, ଏମିତି କି ଗ୍ରାମ୍ୟ କମିଟି ବଡ଼ ଭାଇ ବ୍ରଜ ମୋହନ ଚୌଧୁରୀ  ଙ୍କ ଟିମ ସଭା ପରିଚଲାନା କରିଥିଲେ I 

ଅତି ଆନନ୍ଦର ବିଷୟ ଆଦିବାସୀ ଦଳିତ, ପଛୁଆବର୍ଗ ଯାହା କୋରାପୁଟିଆ ପରମ୍ପରା ବଜେଇ ରଖିଥିବାରୁ ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳା ଭାବରେ ସୁରୁଖୁରୁରେ କୋରାଯିବ ବଲି ଉପେନ୍ଦ୍ର କନ୍ଦପାନ ସୂଚନା ଦେଇଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆମପାଣି ଘାଟିରେ କାର ଟ୍ରକ ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର

masiha

କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!