ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୌଶିକ ବାବା ଡିଗ୍ରୀ କଲେଜର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କୌଶିକ ବାବା ଡିଗ୍ରୀ କଲେଜର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

କର୍ଲାମୁଣ୍ଡା, ୨୮/୦୩ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ତେରେସିଙ୍ଗା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ଶେଷ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବର୍ଷର ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇ ଅଛି । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ବାଗ ଯୋଗ ଦେଈ ଶେଷ ବର୍ଷ ର ଛାତ୍ର ଛାତ୍ରୀଙ୍କୁ ନିଜ ଜୀବନର ସ୍ଵତନ୍ତ୍ର ପରିଚୟ ତିଆରି କରି ଆଗକୁ ବଡ଼ ମଣିଷ ହେବା ପାଇଁ ବାର୍ତ୍ତା ଦେଈ ଥିଲେ । ସମ୍ମାନିତ ଅତିଥି ଭାବରେ ଶିକ୍ଷା ଅଧ୍ୟାପକ ସମୀର ପଧାନ, କୌସ୍ତୁଭ ସାହୁ, ଟିକେଧର ରଣା, ତୃପ୍ତି ମୟୀ ଭୋଇ, ମଞ୍ଜୁଲତା ମାଝୀ ଓ ରୋସ୍ନା ରାଣୀ ବଡମାଳି ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ କୁ ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ ପରିଚାଳନା କରି ଥିବା ବେଳେ ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, ଭୂପିନ୍ଦର ରଣା, ଚମ୍ପୁଲାଲ ରଣା, ଡଲେଶ୍ୱର୍ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Related posts

ଓଲଟିଲା ମାଲ୍ ବୋଝେଇ ଟ୍ରକ

masiha

ହିନ୍ଦୋଳ ଉପଖଣ୍ଡ ରେ ରୁଙ୍ଗୁଟା କମ୍ପାନୀ କୁ ନେଇ ଦିନକୁ ଦିନ ବଢୁଛି ଅସନ୍ତୋଷ

Sunil Chandra Nayak

ଢେଙ୍କାନାଳ ବ୍ରାହ୍ମଣୀ ନଦୀଗର୍ଭରେ ଫସିରହିଥିଲେ ଦୁଇ ଯୁବକ 

Sunil Chandra Nayak

Leave a Comment

error: Content is protected !!