ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିକାଦାର ଙ୍କ ମନମୁଖିରେ ଚାଲିଛି ନିମ୍ନ ମାନର କାଟିକୁଟା କେନାଲ କାମ

ଠିକାଦାର ଙ୍କ ମନମୁଖିରେ ଚାଲିଛି ନିମ୍ନ ମାନର କାଟିକୁଟା କେନାଲ କାମ

ଗୋଳାମୁଣ୍ଡା ,-କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଳକ ଅନ୍ତର୍ଗତ ଫୋଇରିପାଣି ଠାରେ ଥିବା କାଟି କୁଟା ଯୋଜନା ରେ ଥିବା କେନାଳକୁ ମରାମତି ପାଇଁ ସ୍ଥାନୀୟ ଗୋଳାମୁଣ୍ଡା, ଫୋଇରିପାଣି, ସିନାମାଲ ଅଂଚଳରେ ଚାଷ କରୁଥିବାସ ଶତାଧିକ ଚାଷୀ କ୍ଷୁଦ୍ର ଜଳ ବିଭାଜନ ବିଭାଗକୁ ଲିଖିତ ଜଣାଇବା ପରେ ସରକାର ତରଫରୁ କେନାଳକୁ ମରାମତି ପାଇଁ ମଞ୍ଜୁର ହୋଇ ଆସିଅଛି ଏଣୁ କାଟିକୁଟା କେନାଳକୁ ମରାମତି କରାଯାଉ ଥିବା ସମୟରେ ଯନ୍ତ୍ରୀ ଅନୁପସ୍ଥିତ ରହି ନିମ୍ନ ମାନର ହେଉଅଛି ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରୁଥିଲେ ସୁଧା ଯନ୍ତ୍ରୀ ଫୋନ ରିଶିଵ କରୁ ନାହାନ୍ତି ଏମିତିକି ସରକାର ଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ସ୍ଥଳୀରେ ସୂଚନା ଫଳକ ଲେଖିବା କଥା କି କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଉଲେଖ କରାଯାଇନାହିଁ ଏଣୁ ଦାଇତ୍ୱ ରେ ଥିବା ଯନ୍ତ୍ରୀ ଶୈଳେଶ କୁମାର ଧନବାର ଙ୍କୁ ମତାମତ ନେବା ପାଇଁ ଯେତେ ଯୋଗା ଯୋଗ କଲେ ମଧ୍ୟ ଫୋନ ରିଶିଵ କରୁନାହାନ୍ତି ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି କାମ ଅତି ଦୁର୍ବଳ ହୋଇଥିବା ସମୟରେ ପାଣି ସିମେଣ୍ଟ କାମକୁ ପାଣି ମଧ୍ୟ ଦିଆଯାଉ ନ ଥିବାରୁ କେତେକ ସ୍ଥାନରେ ଫାଟି ବାକୁ ଲାଗିଛି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ନାଉଗାଁ ବ୍ଲକରେ ଅଭାବୀ ଧାନ ବିକ୍ରିର ନଗ୍ନ ଚିତ୍ର, ଚାଷୀମାନେ ଧାନ ବୋଝେଇ ଟ୍ରକ ଆଗରେ ବସିଲେ !

Sunil Chandra Nayak

ବିବାହ ର ପ୍ରତିଶ୍ରୁତି ଦେବା ପଡ଼ିଲା ମହଙ୍ଗା .. ବଳାତ୍କାରୀକୁ ୧୦ ବର୍ଷ କାରାଦଣ୍ଡ …

masiha

ଚିଚିଆଠାରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

masiha

Leave a Comment

error: Content is protected !!