ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ” ସ୍ବଛତା ଅଭିଯାନ” 

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ” ସ୍ବଛତା ଅଭିଯାନ” 

ନବରଂଗପୁର :(ତା ୬.୪.୨୦୨୬)(ରବିନାରାୟଣମହାନ୍ତି)ଆଜି ନବରଙ୍ଗପୁର ପୌରପାଳିକା ଅଧିନସ୍ତ ନୀଳକଣ୍ଠେଶ୍ୱର ମନ୍ଦିରରେ ପୌରପାଲିକା ଦ୍ବାରା ଓଡିଆ ପକ୍ଷ ପାଳନ ଅବସର ରେ ଏକ ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତା ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ , କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ , କାଉନସିଲର ମମତା ମହାରଣା ,ନଗେନ୍ଦ୍ର ପଟ୍ଟନାୟକ ତଥା ଅନ୍ୟନ୍ୟ ପରିଷଦ ବୃନ୍ଦ ସଦସ୍ୟ ,ଜିଲ୍ଲାପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ , ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ସହ ଅନ୍ୟାନ୍ୟ ପୌରପାଳିକା କର୍ମଚାରୀ ଓ ସଫେଇ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ ଏବଂ ସାନିଟେସନ ଏକ୍ସପର୍ଟ ଶୁଭସ୍ମିତ ଧଳଙ୍କର ତତ୍ଵା ବଧାନରେ ସୂଚାରୁ ରୂପେ ପରିଚାଳନା କରାଯାଇଥିଲା |ଏହି ଅବସରରେ ବିଭିନ୍ନ କାର୍ଯ୍ୟଲୟ କର୍ମକର୍ତା ତଥା ୧୦ ଟି ବ୍ଲକରେ ବି ଡି ଓ ମାନଂକ ଦ୍ଵାରା” ସ୍ବଛତା ଅଭିଯାନ” ପାଳନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ପିକଅପ, ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ନବରଙ୍ଗପୁର ମହାବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!