ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

ଜୁନାଗଡ଼,୧୨/୪(ମନୀସ) କଳାହାଣ୍ଡି ଜିଲ୍ଲାର ଜୁନାଗଡ  ଲଙ୍କେଶ୍ୱରୀ କ୍ଳବ ଠାରେ କଲାହାଣ୍ଡି ପଣ୍ଡରା ମାଳି ସମାଜ ଆନୁକୂଲ୍ୟରେ ମହାନ ସମାଜ ସଂସ୍କାରକ ଯୋଗ ଜନ୍ମା ଶିକ୍ଷ୍ୟା ଜ୍ୟୋତି ମହାତ୍ମା ଜ୍ୟୋତିବା ଫୁଲେ ଙ୍କ ୨୦୦ ତମ୍ ଜନ୍ମ ଜୟନ୍ତୀ ମହା ଧୁମ୍ ଧାମ ରେ ପାଳନ କରାଯାଇଥିଲା। ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ପଣ୍ଡରା ମାଲି ସମାଜ ସଭାପତି ଶ୍ରୀଯୁକ୍ତ ଇଶ୍ୱର ପୁଝାରୀ କଳାହାଣ୍ଡି ଜିଲ୍ଲା କୁଳପତି ଶ୍ରୀଯୁକ୍ତ ପ୍ରକାଶ ନାଏକ ବରିଷ୍ଟ ଆଇନ ଯିବି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ନାଏକ ଯୁବ ବାହିନୀ ସଭାପତି କଳାହାଣ୍ଡି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଣିଆ ଯୁବ ବାହିନୀଧର୍ମଗଡ ଏନଏସି ସଭାପତି ସୌମ୍ୟ ରଂଜନ ନାୟକ, ଧନୁର୍ଯ୍ୟ ନାଏକ, ଦୂର୍ଯୋ ଧନ ନାଏକ, ସୁବାସ ନାଏକ ,ଦୁଷ୍ମନ୍ତ ନାଏକ ,ବାନମ୍ଭାର ନାଏକ ,ଶ୍ରବଣ ପୂଜାରୀ ,ଯୁବ ବାହିନୀ ସମ୍ପାଦକ ଲୋକେଶ ନାଏକ ସମେତ ଅନେକ ବରିଷ୍ଟ ବ୍ୟକ୍ତି ବିଶେଷ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମହାତ୍ମା ଜ୍ଯୋତିବା ଫୁଲେ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଗାମୀ ଦିନ ରେ ରାଜ୍ଯ ରେ ମାତା ସାବିତ୍ରୀ ବାଇ ଫୁଲେ ଓ ଜ୍ୟୋତି ବା ଫୁଲେ ଙ୍କ ଜନ୍ମ୍ ତିଥି କୁ ରାଜ୍ଯ ରେ ଛୁଟି ଘୋଷଣା କରିବାକୁ ରାଜ୍ଯ ସରକାରଙ୍କ ଏବଂ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ରହିଥଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସରେ ସାମିଲ ଦାବି 

masiha

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ପାଇଁ ଦାବୀ 

Sunil Chandra Nayak

ଏକତ୍ର ର ନାଟ୍ଯ ଆଲୋଚନାଚକ୍ର , କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା 

Leave a Comment

error: Content is protected !!