ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

ଭୁବନେଶ୍ବର / ବଲାଙ୍ଗିର ତା 22.02 ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଭାଇ ଭଉଣୀ ମାନଙ୍କ ଉପରେ ଥିବା ଅବକାରୀ, ପୋଲିସ, ଜଙ୍ଗଲ ବିଭାଗ ର ମକଦ୍ଦମା ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୃହ ବିଭାଗ, ଅବକାରୀ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଆଦିବାସୀ ଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମକଦ୍ଦମା ଗୁଡିକର ସମୀକ୍ଷା କରିଥିଲେ । ମୋକଦ୍ଦମା ଗୁଡିକର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଉପରୋକ୍ତ ତିନୋଟି ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ପ୍ରତ୍ୟାହୃତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମାମଲା ଗୁଡିକ ମଧ୍ୟରେ ଅବକାରୀ ବିଭାଗ ଅଧିନରେ ୩୬୫୮୧ ମାମଲା, ଗୃହ ବିଭାଗ ଅଧୀନରେ ୯୮୪୬ ମାମଲା, ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲାକୁ ପ୍ରତ୍ୟାହାର କରାଯାଇଛି। ଏହିସବୁ ମାମଲା ପ୍ରତ୍ୟାହୃତ ହେବା ଦ୍ବାରା ଆଦିବାସୀ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି l ଅବକାରୀ ବିଭାଗ, ଗୃହ ବିଭାଗ ଏବଂ ଜଙ୍ଗଲ ବିଭାଗ ଦ୍ୱାରା ଆଦିବାସୀ ମାନଙ୍କ ବିରୁଦ୍ଧରେ ଥିବା ମାମଲା ଗୁଡିକୁ ପ୍ରତ୍ୟାହାର କରିବା ପାଇଁ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଏବଂ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ବହୁ ଆଗରୁ ଦାବୀ ହୋଇଆସୁଥିଲା l ଆଦିବାସୀ ମାନଙ୍କ ତରଫରୁ ଅନେକ ଥର ସ୍ମାରକପତ୍ର ପ୍ରଦାନ କରାଯାଇଥିଲା lଆଦିବାସୀ ମାନଙ୍କ ଉପରୁ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ମହାସଂଘ ର ନେତା ବାଳକୃଷ୍ଣ ଶବର, ଭଦ୍ର ଚରଣ କିସାନ, ଅକ୍ଷୟ କୁମାର ଭୋଇ, ରାଜେନ୍ଦ୍ର ରାଉତ, ପରମାନନ୍ଦ ମାଝୀ,ମୋହନ ଲାଲ କିସାନ,ଲମ୍ବୋଦର ସିଂ, ଯୋଗେନ୍ଦ୍ର ଭୋଇ, ଗୋପୀନାଥ ମାଝୀ, ଅର୍ଜୁନ ଭତ୍ରା, ଶ୍ୟାମ ସୁନ୍ଦର ଭୋଇ, ପ୍ରକାଶ ମାଝୀ, ଭାନୁ ପ୍ରତାପ ସିଂ ମାଝୀ, ପଦ୍ମନ ପ୍ରଧାନୀ, ନିମାଇଁ ଝାଙ୍କର, ସନ୍ତୋଷ ପୁଟା, ପlଳେଶ୍ୱର ଭୋଇ, ମକର୍ଧ୍ଵଜ ନାଏକ, ଘାସିରାମ ସlମୁଟିକା, ଶିବ ମାଝୀ, ଜିତୁ ଜାକାଶିକା, ଉଷ୍ମନ ମୁଣ୍ଡା, ସୁଦାମ ଭୋଇ, ବନଳତା ମାଝୀ, ଲକ୍ଷ୍ମୀ ଶବର,ଭୁବନେଶ୍ୱର କୁଅର,ଚୌବନ ମାଝୀ,ବିସିକେଶନ ଯାନୀ, ଚନ୍ଦ୍ରଶେଖର ବାଗ, ସାରଥୀ ବାଗ ଦଶରଥ ଛତ୍ରିଆ ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ରାୟଗଡ ବାର ଆସୋସିଏସନ୍ ପକ୍ଷରୁ ସ୍ବାଭିମାନ ଦିବସ ତଥା ଉତ୍କଳ ଗୌରବ ମଧୁସୁଦାନ ଦାଶଙ୍କ ଜନ୍ମଜୟନ୍ତୀ ପାଳିତ 

masiha

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

masiha

ଅନୁଷ୍ଠିତ ହେଲା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort