ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର ଏସ ଏସ ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ

ଆର ଏସ ଏସ ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ

ଆସିକା, ୧୪/୪/୨6(ଶିବ ଶଙ୍କର ମିଶ୍ର ) ଆସିକା ସରସ୍ବତୀ ଶିଶୁ ମନ୍ଦିର ସଭା ଗୃହ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଘୁମୁସର ଜିଲ୍ଲା ପକ୍ଷରୁ ପ୍ରମୁଖ ନାଗରିକ ସଂଗୋଷ୍ଠି କାର୍ଯ୍ୟକ୍ରମ ଓ ବୈଶାଖ କୃଷ୍ଣ ପକ୍ଷ ନବମୀ )ମୀ ଦିନ ଅନୁଷ୍ଠିତ ର ହୋଇଯାଇଛି । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ହେଉଛି ୧୯୨୫ ମସିହାରେ ଡଃ କେଶବ ବଳିରାମ ହେଡଗେଓ୍ବା ଗୱାରଙ୍କ ଦ୍ବାରା ନାଗପୁରରେ ପ୍ରତିଷ୍ଠିତ ବିଶ୍ବର ସର୍ବ ବୃହତ ସ୍ୱେଚ୍ଛାସେବୀ ସଂଗଠନ । ଏହା ହିନ୍ଦୁ । ରାଷ୍ଟ୍ରୀୟବାଦ ଏବଂ ଚରିତ୍ର ନିର୍ମାଣ ଉପରେ ଆଧାରିତ ଏକ ସାମାଜିକ– ଗଠନ ସାଂସ୍କୃତିକ ସଂଗଠନ । ଯାହା ହା ଶାଖା ଖା ମାଧ୍ଯମରେ ଅନୁଶାସନ ଓ ଦେଶପ୍ରେମ ଶିକ୍ଷା ଦେଇଥାଏ । ହିନ୍ଦୁ ସମାଜକୁ ସଂଗଠିତ କରିବା, ଚରିତ୍ର, ସାଂସ୍କୃତିକ ରାଷ୍ଟ୍ରବାଦ ପ୍ରସାର କରେ । ସଂଗଠନ ପକ୍ଷରୁ ପ୍ରତି ଦିନ ସକାଳେ ଶାଖା ମାଧ୍ୟମରେ ସ୍ୱୟଂସେବକଙ୍କୁ ଶାରୀରିକ ଓ ମାନସିକ ସୁସ୍ଥ ପାଇଁ ଆସନ, ପ୍ରାଣାୟାମ, ଯୋଗ ସହ ନୈତିକ ଶିକ୍ଷା ପ୍ରଦାନ କରାଯାଏ । ଏହି ସଙ୍ଘର ୧୦୦ ବର୍ଷର ଗାଥାକୁ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଘୁମୁସର ଜିଲ୍ଲା ସଙ୍ଘ ଚାଳକ ବନମାଳୀ ଗୌଡ଼, କେନ୍ଦ୍ରୀୟ ବୌଦ୍ଧିକ ପ୍ରମୁଖ ତନ୍ମୟ କୁମାର ମହାପାତ୍ର ସମେତ ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ନାଥ ପଣ୍ଡା, ଶରତ ଚନ୍ଦ୍ର ପାଢ଼ୀ, ରବୀନ୍ଦ୍ର ପାତ୍ର, ସାମ୍ବାଦିକ ଯୋଗେନ୍ଦ୍ର ନାଥ ପ୍ରଧାନ, ଭେଙ୍କଟ ରମଣ ପାତ୍ର, ବିଶ୍ୱନାଥ ସେଠୀ,ନାଗେଶ୍ୱର୍ ପାତ୍ର,ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ରେ ଆସିକା, ବୁଗୁଡ଼ା, ପୋଲସରା, କବିସୂର୍ଯ୍ୟନଗର, ମୁଣ୍ଡମରାଇ, ସୋରଡ଼ା ଅଞ୍ଚଳ ରୁ ଆର ଏସ ଏସ ସେବକ ମାନେ ଯୋଗ ଦେଇଥିଲେ l

Related posts

ଜବହାର ନବଦୟ ପରୀକ୍ଷା 

masiha

କ୍ଲଷ୍ଟର ର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି

masiha

ବିଦେଶୀ ପର୍ଯ୍ୟଟକଙ୍କ ଦୃଷ୍ଟିରେ ଢେଙ୍କାନାଳର ତଭାପାଳ ଗାଆଁ

Leave a Comment

error: Content is protected !!