ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ନଦୀ ରୁ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

 ଯୋଡ଼ା ୧୪/୦୫/୨୬:କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କାଳିଆବେଡା ଗ୍ରାମ ସ୍ଥିତ ସୁନା ନଦୀ ରୁ ଏକ ମୃତ ବୃଦ୍ଧ ଶରୀର ଭାସୁଥିବା ଅବସ୍ଥା ରେ ପୋଲିସ ଠାବ କରିଛି।ତେବେ ମୃତକ ଜଣକ ହେଲେ ଲୋହଣ୍ଡା ଗ୍ରାମର ବୁଧୁରାମ ମୁଣ୍ଡା ବୟସ (୫୬) ବୋଲି ଜଣାପଡିଛି।ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ବୁଧୁରାମ ଗାଧେଇବା କୁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ।ପରିବାର ଲୋକେ ଖୋଜା ଖୋଜି କରି ନଦୀ ରେ ତାଙ୍କର ସାବୁନ ତେଲ ପାଇଥିଲେ ମଧ୍ୟ ତାଙ୍କର ଆଉ କୌଣସି ଖୋଜ ଖବର ମିଳିନଥିଲା।ତେବେ ଗୁରୁବାର ସକାଳୁ ସ୍ତାନୀୟ ଲୋକ ନଦୀ କୁ ଯାଇଥିବା ବେଳେ ବୁଧୁରାମ ମୃତ ଆବସ୍ତା ରେ ପାଣି ରେ ଭାସୁଥିବା ଦେଖି ପୋଲିସ କୁ ଖବର କରିଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ କୁ ଠାବ କରି ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ପଲିସ ସୂଚନା ଦିଆଯାଇଛି।।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବିଡ଼ିଓ ଙ୍କ ଉପସ୍ଥିତିରେ ବନ୍ଧୁଗାଁ ପଞ୍ଚାୟତର ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ବୋଡେନ ବ୍ଲକର ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ କ୍ଷୟକ୍ଷତି ସର୍ଭେ, ରାସ୍ତା ମରାମତି ଓ ଜନସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ

Sunil Chandra Nayak

୫ଟି ସଚିବ ପାଣ୍ଡିଆନ ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାନ୍ଦୂଲ୍ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ

Leave a Comment

error: Content is protected !!