ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋ ସମ୍ମାନ,ଆହ୍ବାନ ଅଭିଯାନ ବୈଠକ

ଗୋ ସମ୍ମାନ,ଆହ୍ବାନ ଅଭିଯାନ ବୈଠକ

ଆସିକା, ୧୪/୪/୨୬(ଶିବ ଶଙ୍କର ମିଶ୍ର ) ଦେଶରେ ଗୋ ମାତାଙ୍କୁ ଉପଯୁକ୍ତ ସୁରକ୍ଷା,ଭାରତରୁ ଗୋ ହତ୍ୟା –ସମ୍ପୂର୍ଣ ଭାବେ ବନ୍ଦ ସହ ଗୋ ସୁରକ୍ଷା ଏବଂ ଗୋ ମାତାଙ୍କୁ ରାଷ୍ଟ୍ରମାତା ର ସଂମ୍ମାନ ଦେବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂରୀ ବାଲିଘାଇ ଆଶ୍ରାମର କୃଷ୍ଣାନନ୍ଦ ଗିରି ମହାରାଜ, ଶ୍ରୀକାନ୍ତ ଗୌଡ଼ (ହିନ୍ଦୁ ଜାଗରଣ ମଞ୍ଚ) ଗଞ୍ଜାମ ଜିଲ୍ଲା. କାର୍ଯ୍ୟକର୍ତା,ସଭାପତି ବିମ୍ବାଧର ପାତ୍ର,ସମ୍ପାଦକ ନାରାୟଣ ରଥ, ସାମ୍ବାଦିକ ଯୋଗେନ୍ଦ୍ର ନାଥ ପ୍ରଧାନ, ସାମ୍ବାଦିକ ହରିହର ପାଢ଼ୀ, ବୃନ୍ଦାବନ ବେହେରା, ବାବୁଲା ପାତ୍ର,ଶିବରାମ ମହାରଣା, ପ୍ରଦୀପ ପାତ୍ର,ପରମଗିରି, ମହାରାଜ , ଭେଙ୍କଟରମଣ ପାତ୍ର, ପ୍ରମୁଖ ଗୋ ଭକ୍ତ ଯୋଗ ଦେଇଥିଲେ । ଏପ୍ରେଲ ୨୭ ତାରିଖ ଦିନ କୁ ଗୋ ସମ୍ମାନ ଦିବସ ପାଳନ କରି ବାକୁ ରାଷ୍ଟ୍ର ପ‌ତି ଙ୍କ ଉଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବୀପତ୍ର ଦେବା ପାଇଁ ସ୍ଥିର ହୋଇଥିଲା ।

Related posts

ଗାନ୍ଧିଜୀ ଜୟନ୍ତୀ ଉପଲକ୍ଷେ ଥାନା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ଓ ନେହେରୁ ଙ୍କ ଜନ୍ମ ଦିବସ ପାଳନ 

masiha

ଗଣେଶ ପୂଜା ଉପଲକ୍ଷେ ନୂଆଖାଇ ଭେଟଘାଟ 

masiha

Leave a Comment

error: Content is protected !!