ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ୫ ଗୋରୁ ମୃତ

ଅଜଣା ଗାଡ଼ି ଧକ୍କାରେ ୫ ଗୋରୁ ମୃତ

ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଶୁକ୍ରବାର ଅପରାହ୍ନ ସମୟରେ ରୁପ୍ସା ନିକଟରେ ଅଜଣା ଗାଡ଼ି ଧକ୍କାରେ ୫ ଟି ଗୋରୁ ମୃତ ହୋଇଥିବା ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ ଆଜି ଅପରାହ୍ନ ସମୟରେ ୫ ଟି ଗୋରୁ କୁ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଯାଇଥିଲା। ଘଟଣା ସ୍ତଳରେ ୫ ଟି ଯାକ ଗୋରୁ ଙ୍କ ମୃତ ଘଟିଛି। ରୂପସା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ 

masiha

ଡାବୁଗାଁ ରେ ମାଟ୍ରିକ ପରୀକ୍ଷା ଆରମ୍ଭ 

masiha

୧- ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ସାକିଲବା ଗ୍ରାମ, ୬ ମାସ ହେଉଛି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ଅନ୍ଧାରରେ ଗ୍ରାମବାସୀ , ୨- ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଆସୁନି ABCD! କେ.ଗୁରୁଷି ଗ୍ରାମରେ ପ୍ରାଥମିକ ଶିକ୍ଷାର ମାନକୁ ନେଇ ଉଠିଲା ପ୍ରଶ୍ନ 

Sunil Chandra Nayak

Leave a Comment

error: Content is protected !!