ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖଯୁର ପଡ଼ା ଭବାନୀପାଟଣା ରେ ୧୩ ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬ ଅନୁଷ୍ଟିତ 

ଖଯୁର ପଡ଼ା ଭବାନୀପାଟଣା ରେ ୧୩ ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬ ଅନୁଷ୍ଟିତ 

 ଭବାନୀପାଟଣା ବ୍ଲକ ସ୍ଥିତ ଖଯୁର ପଡ଼ା, ଭବାନୀପାଟଣାରେ “୧୩ ତମ ଶିବ ଶକ୍ତି ଯୁବକ ସଂଘ କ୍ରିକେଟ ଖେଳ ପ୍ରତିଯୋଗିତା ୨୦୨୬” ଆୟୋଜିତ ହୋଇଯାଇଅଛି ।ଏହି କ୍ରିକେଟ ପ୍ରତିଯୋଗୀତା ର ଫାଇନାଲ ମ୍ଯାଚ ଅନୁଷ୍ଟିତ ହୋଉଥିଲା   ଖଜୂରପଡା ବନାମ ତେତେଲପଡା ମଧ୍ୟରେ . ଖଜୂରପଡା କୁ 5 ୱିକେଟ ରେ ପରାସ୍ତ କରି 2026 champion ହୋଇଛି ଏହି ଫାଇନାଲ ମ୍ୟାଚ୍ ରେ ସମ୍ମାନିତ ଅତିଥି ଭାବେ ପ୍ରଦୀପ କୁମାର ଦିଶାରି ଲାଞ୍ଜିଗଡ ବିଧାୟକ ଏଵଂ ରାହାସବିହାରୀ ମାଝୀ ସଭାପତି, ସଞ୍ଜୀବ କୁମାର ମାଝୀ ସମ୍ପାଦକ, ଓ ବଳଭଦ୍ର ବାଗ, ଅଙ୍କିତା ବେହେରା ସରପଞ୍ଚ, ଓ ଶ୍ରୀକାନ୍ତ ବେହେରା ବିଦ୍ୟାଧର ବାଗ କୋଷାଧ୍ୟକ୍ଷ, ବିଜୟ ମାଝୀ ଜୋନ୍ ସଭାପତି, ଚିତ୍ର ମାଝୀ, ଅଭିମନ୍ୟୁ ମାଝୀ, ପୀତାମ୍ବର ମାଝୀ, ତରିନ ମାଝୀ, ନଳିନୀ ମଞ୍ଜରୀ ବାଗ ସମାଜ ସେବୀ, ଦୀପ ମାଝୀ, କୁଲବତି ମାଝୀ, ପ୍ରଭାସିନୀ ମାଝୀ ରାଜୁ କରୁଆଁ ଏକ୍ସ ସରପଞ୍ଚ, ରବି ଚନ୍ଦ୍ର ନାଏକ, ଟିକନୁ ମାଝୀ ଏହି ପ୍ରତିଯୋଗିତା ଅଞ୍ଚଳର ଯୁବମାନଙ୍କ ମଧ୍ୟରେ କ୍ରିଡ଼ା ସ୍ପୃହା ବୃଦ୍ଧି, ଭାଇଚାରା ଓ ଏକତାକୁ ଶକ୍ତିଶାଳୀ କରିବା ପାଇଁ ଏକ ଉତ୍କୃଷ୍ଟ ପ୍ରୟାସ ଅଟେ। ଏହି କ୍ରିକେଟ ପ୍ରତିଯୋଗିତାରେ ବିଭିନ୍ନ ଦଳ ଅଂଶଗ୍ରହଣ କରିଥିଲେ ଓ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଗ୍ରାମ ବାସୀ ସହଯୋଗ ର ହାଥ ବାଡେଇଥିଲେ ଓ ସହଭାଗୀ ହୋଇ ଖେଳାଳିମାନଙ୍କୁ ଉତ୍ସାହ ଉଲ୍ଲାସ କରିଥିଲେ ଆଜି ଫାଇନାଲ ମ୍ୟାଚ୍ ହୋଇଥିଲା ୱିନର ଓ ରୁନର୍ସ କୁ କପ୍ ସହିତ ଧନ ରାଶି ପ୍ରଦାନ କରାଯାଇଥିଲା ଓ ଫୁଲ ତୋଳା ଦେଇ  ସମ୍ମାନିତ କରାଯାଇଥିଲା ଏହି ପ୍ରତିଯୋଗିତା ସଫଳ ଭାବେ ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ଅତ୍ୟନ୍ତ ମୂଲ୍ୟବାନ ହୋଇଥିଲା। ସମସ୍ତଙ୍କର ସମର୍ଥନ ଆଗାମୀ ଦିନରେ ଆହୁରି ଏମିତି କାର୍ଯ୍ୟକ୍ରମ କରିବାରେ ପ୍ରେରଣା ମିଳିବ ବୋଲି ଚର୍ଚ୍ଚା ହୋଇଅଛି। ଶିବ ଶକ୍ତି ଯୁବକ ସଂଘ ଖଯୁର ପଡ଼ା, ଭବାନୀପାଟଣା ତରଫରୁ ଆୟୋଜନ ହୋଇଥିଲା ତାଙ୍କର ଏହି ପ୍ରୟାସ ସମସ୍ତଙ୍କୁ ଖୁସି ଆନନ୍ଦିତ କରିପାରିଥିଲା

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଜଲଦା କାର୍ମେଲ ସ୍କୁଲରେ ଆଞ୍ଚଳିକ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ 

Sunil Chandra Nayak

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

କୋଟଗରା ରୟାଲ ବଏଜ କ୍ରିକେଟ କ୍ଲବ୍ ପକ୍ଷରୁ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

Sunil Chandra Nayak

Leave a Comment

error: Content is protected !!