ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା‌

ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା‌

ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ ପ୍ରଶାସନ ପଂଚାୟତ ଜନ ପ୍ରତିନିଧି ଙ୍କୁ ଅଣଦେଖା କରିବା ବିରୋଧ କରି ଚିକିଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆଜିଠାରୁ ଗଣଧାରଣା ରେ ବସିଛନ୍ତି l ଏ ସମ୍ପର୍କ ରେ ଏକ ସ୍ମାରକପତ୍ର ଜ଼ିଲ୍ଲାପାଳ ସମେତ ବିଭିନ୍ନ ପଦାଧିକାରୀ ଙ୍କୁ ଜଣାଇ ଦେଇଛନ୍ତି l ସ୍ମାରକପତ୍ର ରେ ଚିକିଟି ବିଧାୟକ ଙ୍କ ହାତ ବାରିସୀ ସାଜି ଚିକିଟି ବିଡ଼ିଓ ଉର୍ନ୍ନୟନ କାର୍ଯ୍ୟ ଗୁଡିକ ହେରଫେର କରିବା, ଅନ୍ତର୍ଦୟ ଗୃହ ଯୋଜନା, ଭତ୍ତା ଆଦି ବିଭିନ୍ନ ଯୋଜନା କୁ ହିତାଧିକାରୀ ଙ୍କୁ ଗ୍ରାମସଭା ଜରିଆରେ ଚୟନ କରାଯାଉଥିବା ଆଦି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି l ଅନୁଷ୍ଠିତ ଗଣଧାରଣା ରେ ଚିକିଟି ପଂଚାୟତ ସମିତି ଅଧକ୍ଷ ଆପନା ସେଠି, ପିତାତାଳି ପଂଚାୟତ ସରପଞ୍ଚ ଏ. ରାଙ୍ଗା ରାଓ, ଗୋବିନ୍ଦ ନଗର ପଂଚାୟତ ସରପଞ୍ଚ, ଜୀବlନନ୍ଦ ରେଡି,ନୂଆପଡା ପଂଚାୟତ ସରପଞ୍ଚ ସାନମୁଖ ରାଓ ପ୍ରମୁଖ ବିଭିନ୍ନ ପଂଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ଗଣଧାରଣା ରେ ବସିଛନ୍ତି ।ଜିଲ୍ଲା ପ୍ରସାଶନ ଅନୁରୋଧ କରୁଛୁ ତୁରନ୍ତ ଅନୁଧ୍ୟାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ।  କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମବାର୍ଷିକ ସ୍ମୃତିଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନୂତନ ପରିଚାଳନା କମିଟି

masiha

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

Leave a Comment

error: Content is protected !!