ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା‌

ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା‌

ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ ପ୍ରଶାସନ ପଂଚାୟତ ଜନ ପ୍ରତିନିଧି ଙ୍କୁ ଅଣଦେଖା କରିବା ବିରୋଧ କରି ଚିକିଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆଜିଠାରୁ ଗଣଧାରଣା ରେ ବସିଛନ୍ତି l ଏ ସମ୍ପର୍କ ରେ ଏକ ସ୍ମାରକପତ୍ର ଜ଼ିଲ୍ଲାପାଳ ସମେତ ବିଭିନ୍ନ ପଦାଧିକାରୀ ଙ୍କୁ ଜଣାଇ ଦେଇଛନ୍ତି l ସ୍ମାରକପତ୍ର ରେ ଚିକିଟି ବିଧାୟକ ଙ୍କ ହାତ ବାରିସୀ ସାଜି ଚିକିଟି ବିଡ଼ିଓ ଉର୍ନ୍ନୟନ କାର୍ଯ୍ୟ ଗୁଡିକ ହେରଫେର କରିବା, ଅନ୍ତର୍ଦୟ ଗୃହ ଯୋଜନା, ଭତ୍ତା ଆଦି ବିଭିନ୍ନ ଯୋଜନା କୁ ହିତାଧିକାରୀ ଙ୍କୁ ଗ୍ରାମସଭା ଜରିଆରେ ଚୟନ କରାଯାଉଥିବା ଆଦି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି l ଅନୁଷ୍ଠିତ ଗଣଧାରଣା ରେ ଚିକିଟି ପଂଚାୟତ ସମିତି ଅଧକ୍ଷ ଆପନା ସେଠି, ପିତାତାଳି ପଂଚାୟତ ସରପଞ୍ଚ ଏ. ରାଙ୍ଗା ରାଓ, ଗୋବିନ୍ଦ ନଗର ପଂଚାୟତ ସରପଞ୍ଚ, ଜୀବlନନ୍ଦ ରେଡି,ନୂଆପଡା ପଂଚାୟତ ସରପଞ୍ଚ ସାନମୁଖ ରାଓ ପ୍ରମୁଖ ବିଭିନ୍ନ ପଂଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ଗଣଧାରଣା ରେ ବସିଛନ୍ତି ।ଜିଲ୍ଲା ପ୍ରସାଶନ ଅନୁରୋଧ କରୁଛୁ ତୁରନ୍ତ ଅନୁଧ୍ୟାନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ।  କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।

Related posts

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଟପ୍ ଟେନ୍ ତାଲିକାରେ ନବରଙ୍ଗପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଛାତ୍ରୀ

masiha

ବ୍ଲକ ସ୍ତରିୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

Sunil Chandra Nayak

ହିଂସା ମୁକ୍ତ ସମାଜ ଗଠନ ଅଭିଯାନ 

masiha

Leave a Comment

error: Content is protected !!