ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଡାକ୍ତର ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ନିର୍ଦ୍ଦେଶ

ଡାକ୍ତର ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ନିର୍ଦ୍ଦେଶ

କଟକ;(ଲିପିକା ରାଣୀ ରାଉତ);ପଢ଼ିହେଉନାହିଁ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ୍‌, ହାଇକୋର୍ଟଙ୍କ ଅସନ୍ତୋଷ; ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବାକୁ ନିର୍ଦ୍ଦେଶ।

ଏମିତି ଅନେକ ଡାକ୍ତର ରୋଗୀଙ୍କ ଚିକିତ୍ସା ପାଇଁ ଯେଭଳି ଭାବେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଛନ୍ତି ତାକୁ ଏମିତି କେହି ନାହିଁ ଯିଏ କି ପଢ଼ିପାରିବେ ଏବଂ ବୁଝିପାରିବେ । ଡାକ୍ତରଙ୍କ ଦ୍ୱାରା ଏଭଳି ଖାମ୍‌ଖିଆଲ ଭାବେ ଲେଖାଯାଇଥିବା ପ୍ରେସ୍‌କ୍ରିପ୍‌ସନ୍‌କୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଅନେକ ଡାକ୍ତର ଅତ୍ୟନ୍ତ ଖରାପ ଭାବେ ପ୍ରେସ୍‌କ୍ରିପ ଲେଖୁଛନ୍ତି । ପ୍ରେସ୍‌କ୍ରିପ୍‌ସନ୍‌ରେ ଆବେଦନକାରୀଙ୍କ ନାମ ମଧ୍ୟ ଲେଖାଯାଉ ନାହିଁ । ରାଜ୍ୟ ମୁଖ୍ୟ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରିବା ସହ ଯେଉଁ ଡାକ୍ତର ଏଭଳି ଭାବେ ଲେଖିଛନ୍ତି ତାଙ୍କୁ ଚେତାବନୀ ଦେବାକୁ ହାଇକୋର୍ଟ କହିଛନ୍ତି । ଭବିଷ୍ୟତରେ ସଂପୃକ୍ତ ଡାକ୍ତର ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍‌ର ଲେଖିବେ ଓ ନିଜ ନାମ ମଧ୍ୟ ଲେଖିବେ ।

Related posts

ଓଡ଼ିଶାରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ,‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

Sunil Chandra Nayak

ନବୀନ ପଟ୍ଟନାୟକଙ୍କ ଐତିହାସିକ ନିଷ୍ପତ୍ତି , ରାଜ୍ୟର ୫୦ ଅଣସଂଗଠିତ ବର୍ଗର ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ମିଳିବ ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା

Sunil Chandra Nayak

ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ,ବଢିଲା ଲୋକକଳା କଳାକାରଙ୍କ ପାରିଶ୍ରମିକ

Leave a Comment

error: Content is protected !!