ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋ ସମ୍ମାନ ଦିବସ ଘୋଷଣା ଦାବିରେ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

ଗୋ ସମ୍ମାନ ଦିବସ ଘୋଷଣା ଦାବିରେ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

ଆସିକା,୨୭/୪/୨୬ ( ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଅଂଚଳ ର ଗୋ ସେବକ ଭକ୍ତ ମାନେ ବାଲୁ ଙ୍କେଶ୍ଵର ମନ୍ଦି ରରୁ ଏକ ନାମ ସଂକୀର୍ତନ ରେ ବାହାରି ଗୋ ମାତା ର ସୁରକ୍ଷା ଦେବା, ଗୋ ମାତା କୁ ସଂମ୍ମାନ ଦେବା ଓ ଗୋ ମାତା ର ସେବା କରିବା କୁ ହେବ ବୋଲି ଉପସ୍ଥିତ ଗୋ ଭକ୍ତ ମାନେ ମତ ରଖୁଥିଲେ l ଏଥି ସହିତ ରାଷ୍ଟ୍ରରେ ଗେ ଗୋ ସଂମ୍ମାନ ଦିବସ ଘୋଷଣା ଦାବୀ ନେ ନେଇ ମହାମହିମ ରାଷ୍ଟ୍ରପତି, ଦେଶର ପ୍ରଧାନମନ୍ତ୍ରୀ, ରାଜ୍ୟ ର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ନ୍ତ୍ରୀ ଙ୍କ ଉଦେଶ୍ୟ ରେ ୦୪ ଗୋଟି ଦାବୀ ପତ୍ର ପତ୍ର ସହିତ ହଜାର ହଜାର ସଂଖ୍ୟକ ଦସ୍ତଖତ ପତ୍ର ର ନକଲ ଆସିକା ତହସିଲଦାର ସଂଗୀତା ସେନଙ୍କୁ ନଙ୍କୁ ପ୍ରଦାନ ଦାନ କରାଯାଇଥୁଲା l ଏହି କାର୍ଯ୍ୟକ୍ରମ ସାଧୁ ସନ୍ଥ,ଗୋ ସେବକ ଭକ୍ତ, ଆଇନଜୀବି, ସାମ୍ବାଦିକ ଯୋଗ ଦେଇଥିଲେ l ଆଜିର କାର୍ଯ୍ୟକ୍ରମ ରେ ହରି ହର ପାଢ଼ୀଙ୍କ ସଂଯୋଜନାରେ ଦିକ ଯୋଗେନ୍ଦ୍ର ନାଥ ପ୍ରଧାନ, ସାମ୍ବାଦିକ ଯେ ବିମ୍ବାଧର ରେ ପ୍ରଶାନ୍ତ ଧର ପାତ୍ର ଙ୍କ ନେତୃତ୍ବ ରେ କୁମାର ଦାସ, ବ୍ରଜବନ୍ଧୁ ଆଚାରୀ, ବୃନ୍ଦାବନ ବେହେରା, ଭେଙ୍କଟ କଟରମଣ ପାତ୍ର, କାଉନସିଲ ସିଲର ରାଘବ ସିଅ, ଶିବ ରାମ ମହାରଣା, ରାଧାକୃଷ୍ଣ ପାଣିଗ୍ରାହୀ, ପ୍ରମୋଦ କୁମାର ମହାନ୍ତି , ସୁରେଶ ବିଷୋୟୀ, ଅନିଲ ସ୍ୱାଇଁ, ମଳୟ ସ୍ୱାଇଁ, ରବୀନ୍ଦ୍ର ଆଚାରୀ, ଶ୍ରୀନିବାସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଭାରତ ସରକାର ଯଥାଶୀଘ୍ର ଏହି ଦାବୀ ନଶୁଣିଲେ ଆଗାମୀ ଜୁଲାଇ ୨୭ ତାରିଖ ରେ ପୁଣି ଗୋ ଭକ୍ତ ମାନେ ରାଜ ରାସ୍ତା କୁ ଓଲ୍ଲାଇବେ ବୋଲି କୁହାଯାଇଛି ।

 

Related posts

ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କଲେ ଇଦୁଲଫିତର

Sunil Chandra Nayak

ଖବରଦାତା ସଂଘର ଭୂମି ପୂଜନ

Sunil Chandra Nayak

ସାରୁ ପଞ୍ଚାୟତରେ ପାନୀୟ ଜଳ ଘୋର ସଙ୍କଟ ,ସମାଧାନ ହେବ କେବେ ? ନଳକୂପ ସାଜିଛି ଗ୍ରାମବାସୀ ସାହାରା 

Sunil Chandra Nayak

Leave a Comment

error: Content is protected !!