ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ଶ୍ରମିକ ଦିବସ 

ଆନ୍ତର୍ଜାତିକ ଶ୍ରମିକ ଦିବସ 

   ଝାରସୁଗୁଡା ୧/୫ ;ସ୍ଥିତ ପ୍ରଗତିଶୀଳ ଶ୍ରମିକ ମଞ୍ଚ ପରିସରରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି! ଏହି ସଭାକୁ ପ୍ରଗତିଶିଳ ଶ୍ରମିକ ମଞ୍ଚ ର ପ୍ରତିଷ୍ଠାତା ଆବାହକ ଶ୍ରମିକ ସଂଗଠକ ଶ୍ରୀଯୁକ୍ତ ରକ୍ଷାକାର ଅନୁପମ ଅନ୍ତର୍ଜାତିକ ଶ୍ରମିକ ଦିବସ ର ଇତିହାସ ପ୍ରଜାୟ ଆଲୋଚନା କରିଥିଲେ, ଆମେରିକା ଚିକଗୋ ସହରରେ ପୋଲିସ ମାନଙ୍କ ଅତ୍ୟାଚାର ରେ ମୃତ୍ୟୁବରଣ କରିଥିଲେ, ଯାହା ନବେଦାସକରୁ ଆଜି ପର୍ଯନ୍ତ ଶ୍ରମିକ ନଜ୍ୟା ଦାବି ପାଇପାରିନାହାନ୍ତି!ଏହା ପରିତାପର ବିଷୟ,ଶ୍ରୀମିକଙ୍କୁ ସରକାର ଙ୍କ ବୈମୁତିକି ଭାବକୁ ଆମେ ଆଉ ମୁଣ୍ଡପତି ସହିବା ନାହିଁ, ଏବେ ସଚେତନ ହୋଇ ଆମର ଅଧିକାର ପାଇଁ ଲଢ଼ିବାର ସମୟ ବୋଲି କହିଥିଲେ!ଏଥିରେ ମୁଖ୍ୟଅତିଥି ଭାବରେ ଶ୍ରମିକସଂଗଠକ ଶ୍ରୀଯୁକ୍ତ ବିରଞ୍ଚି ସାହୁ ଯୋଗ ଦେଇ ଶ୍ରମିକ ସମସ୍ୟା ଉପରେ କହିଥିଲି, ମୁଖ୍ୟବକ୍ତା, ଜୀବନ ବୀମା କର୍ମଚାରୀ ସଙ୍ଘ ଓଡିଶା ର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ରତ୍ନାକର ପ୍ରଧାନ ଶ୍ରମିକ ସୁରେକ୍ଷା କିଭଳି ପାଇପାରିବେ ସେବିଷୟରେ କହିଥିଲେ, ସମ୍ନାନ୍ୱିତ ଅତିଥି ଭାବରେ ସାମାଜିକ କର୍ମୀ ସୌମିତ୍ର କର,ଆଗଧାଡିର ଶ୍ରମିକ ନେତା ଦିଲ୍ଲୀପ ବେହେରା ପ୍ରମୋଦ କିଶୋର ପରିଡା, ବାସୁଦେବ ପରିଡା,ସୁଷମା ସାହୁ, ଚିନ୍ତାମଣି କିଷାନ, ପୂଜା ପରିଡା, ସୁବନ୍ତି ଭଉଣୀ,ଉଦବୋଧନ ଦେଇଥିଲେ !ଆଜିସକାଳ ସମୟରେ ଝାରସୁଗୁଡା ର ସହର ପରିକ୍ରମା କରି ସଚେତନ ସ୍ଲୋଗାନ ମନଦେଇ ହଜାର ହଜାର ଶ୍ରମିକ ଭାଇ ଓ ଭଉଣୀ ମାନେ ଚାଲୁଥିବାର ଦେଖିବାକୁ ମିଳିଥିଲା, ଏହାପରେ ଶ୍ରମିକ ମାନଙ୍କ ପାଇଁ ଉଚ୍ଚ୍ଗୀକୃତ ପାଇଁ ଚାରି ଜଣ ଶ୍ରମିକ ଭଉଣୀ ଓ ଭାଇ ଯଥା ପୂଜା କୁସୁମ, ଗୌରୀ ପ୍ରଧାନ, ତରୁଲତା ଗିରି, ସମାଜସେବୀ, ଶିବମୁଣ୍ଡା ଙ୍କୁ ଉତ୍ତରୀୟ ପାଉଢାଙ୍କନ, କିଛି ଆର୍ଥିକ ସଂମ୍ମାନ ପ୍ରଦାନ କରାଯାଇଥିଲା,ସଂଯୁକ୍ତା ଲା ର୍ଥା, ପ୍ରମୋଦିନ ରାଉତ ପ୍ରମୁଖ ସଭା ପରିଚାଳନା କରିବାରେ ସାହାଯ୍ୟ କରିଥିଲେ! ହଜାର ହଜାର ଶ୍ରମିକ ମମାନଙ୍କୁ ସାଧୁବାଦ ଦେଇ ସଭା ସାଙ୍ଗ କରାଯାଇଥିଲା l

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲାରେ ଓଡ଼ିଆ ଭାଷାର ବ୍ୟବହାର କରିବା ନିମନ୍ତେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ

masiha

ଶ୍ରୀ ରାମଲୀଳା ସମିତିର କଳାକାର ତାରିଣୀସେନ ବେହେରା ସମ୍ମାନୀତ 

ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ ଜୁନାଗଡ଼ପର୍ଯନ୍ତ ସମ୍ପ୍ରସାରଣ ଦାବୀ

masiha

Leave a Comment

error: Content is protected !!