ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୂତାକଳ ପୁନରୁଦ୍ଧାର ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନର ଦାବୀ 

ସୂତାକଳ ପୁନରୁଦ୍ଧାର ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନର ଦାବୀ 

ଜୁନାଗଡ଼୨/୫(ମନୀସ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ କୋଣାର୍କ ସୂତାକଳ ଦିର୍ଘ ୪୦ ବର୍ଷ ହେଲା ଆକାମୀ ହୋଇପଡିଛି,, ଓଡିଶାରେ କଳାହାଣ୍ଡି ଜିଲ୍ଲା ହେଉଛି କପା ଉତ୍ପାଦନରେ ପ୍ରଥମ କଳାହାଣ୍ଡି ଜିଲ୍ଲାରେ ବର୍ଷକୁ ଶାତ ଲକ୍ଷ୍ୟ ଟନ କପା ଉତ୍ପାଦନ ହୁଏ,ବ୍ୟବସାୟ ପାଇଁ ଗମନାଗମନ ରାଜ ରାସ୍ତା ଠାରୁ ରେଳ ସଂଯୋଗ ଅତି ଉତ୍ତମ,ଗତ କଳାହାଣ୍ଡି ଉତ୍ସବରେ ଅତିଥି ହୋଇ ଯୋଗ ଦେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ର କେସିଙ୍ଗା ଠାରେ ଥିବା ସୂତାକଳର ପୁନରୁଦ୍ଧାର କରିବ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଚିନ୍ତାର ବିଷୟ ମୁଖ୍ୟମନ୍ତ୍ରୀ ନିଜେ ଦେଇଥିବା ସବୁ ପ୍ରତିଶୃତି ଭୁଲି ବଲାଙ୍ଗୀର ଠାରେ ନୂତନ ଭାବରେ ସୂତାକଳ କରିବା ପାଇଁ ଓଡ଼ିଶା ସରକାର କେବିନେଟରେ ମଞ୍ଜୁରୀ କରିବା କଳାହାଣ୍ଡି ଚାଷୀ ପାଇଁ ଅତ୍ୟନ୍ତ ଚିନ୍ତାର ବିଷୟ,ଏଣୁ ସରକାରଙ୍କ ଏହି ନିତିକୁ ବିରୁଦ୍ଧ କରି ଅଳ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଶାଖା ତରଫରୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ଯପାଲ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି,, । ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ଅଜିତ ବାଗ ଅମରଳାଳ ଦୁର୍ଗା ଭଳି ଅନେକ କର୍ମକର୍ତ୍ତା,ଉପସ୍ଥିତ ରହି ଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ଧରମବନ୍ଧା ଗ୍ରାମପଞ୍ଚାୟତ ସିଲିଆରୀ ବାହାରା ଗ୍ରାମରେ ବାଘ କୁ ଆୟତ୍ତ କଲେ ବନ ବିଭାଗ 

Sunil Chandra Nayak

କାଙ୍କେରି ମଣ୍ଡି ରେ ଆରମ୍ଭ ରୁ ଅବ୍ୟବସ୍ଥା,ପଡ଼ି ରହିଛି ହଜାର ହଜାର ବସ୍ତା ଧାନ 

ରାଇରଙ୍ଗପୁରରେ ମହିଳା କୁଡୁମି ସେନା ,ଓଡିଶା ତରଫରୁ ସେପ୍ଟେମ୍ବର ୬ କଳା ଦିବସ ପାଳିତ 

masiha

Leave a Comment

error: Content is protected !!