ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାନୀୟ ଜଳ ସମସ୍ୟାକୁ ନେଇ ନଗରପାଳଙ୍କୁ ଦାବିପତ୍ର ପ୍ରଦାନ

ଜୁନାଗଡ଼, ୧୨/୦୫ (ମ ନି ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ବିଭିନ୍ନ ୱାର୍ଡରେ ପାନୀୟଜଳ ସମସ୍ୟା ଲାଗିରହିଛି।ପ୍ରଚଣ୍ଡ ତାତି ସହ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି।ଆଜି ଜୁନାଗଡ଼ ଏନଏସିର ୫ ନଂ ୱାର୍ଡ ଫୁଲଵାରୀ ପଡାର ଲୋକେ ନିଜ ପଡାରେ ପାନୀୟଜଳ ପହଞ୍ଚି ପାରୁନଥିବା ଓ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ନଗରପାଳ ମୁକେଶ ଅଗ୍ରୱାଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଦାବିପତ୍ର ଗ୍ରହଣ କରି ନଗରପାଳ ଜନସ୍ୟାସ୍ଥ୍ୟ ବିଭାଗ ଯନ୍ତ୍ରୀଙ୍କୁ ସାମୟିକ ଭାବେ ଟେଙ୍କର ଯୋଗେ ଜଳଯୋଗାଣ ପାଇଁ ନିର୍ଦେଶ ଦେଇଥିଲେ।ଆଗାମୀ ଦିନରେ ଜଳଯୋଗାଣର ସ୍ଥାୟୀ ପ୍ରତିକାର କରାଯିବ ବୋଲି ନଗରପାଳ ମୁକେଶ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ତ୍ରିପତି ପ୍ରଧାନ ଙ୍କ କବିତା ଆଡପ ମଣ୍ଡପ ଶିକ୍ଷା 

Sunil Chandra Nayak

ଆନ୍ଦ୍ରପ୍ରଦେଶ ରେ ନିର୍ଯ୍ୟାତନା ଓ ଶୋଷଣ ର ଶିକାର ୪୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଙ୍କୁ ଦାବି କଲା ଶ୍ରମିକ ମହାସଙ୍ଘ

ଦୀପାବଳି ରେ ଗରିବ ଙ୍କୁ ବସ୍ତ୍ର ବାଣ୍ଟିଲେ ସମାଜସେବୀ 

Sunil Chandra Nayak

Leave a Comment

error: Content is protected !!